POLITICALS

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିବା ନେଇ ମୁହଁ ଖୋଲିଲେ ଅଖିଳେଶ ଓ ମାୟବତୀ

Maa

ଆସନ୍ତା ନିର୍ବାଚନରେ ଏକୁଟିଆ ଲଢିବେ ବିଏସପି ସୁପ୍ରିମୋ ମୟାବତୀ

 ବହୁଜନ ସମାଜ ପାର୍ଟି   ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶ ଉପନିର୍ବାଚନରେ ଏକାକୀ ଲଢ଼ିବାକୁ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ହେବାକୁ ଥିବା ୧୧ଟି ବିଧାନସଭା ଉପନିର୍ବାଚନ ବସପା ଏକା ଲଢ଼ିବ । ଏହି ନିର୍ବାଚନରେ ସପା ସହ ମେଣ୍ଟ କରି ନିର୍ବାଚନ ଲଢ଼ିବନି ବସପା । ୨୦୧୯ ଲୋକସଭା ନିର୍ବାଚନରେ ଯାଦବ ଭୋଟ ବସପା ପ୍ରାର୍ଥୀଙ୍କ ପାଖକୁ ଯାଇନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନେଇଥିବା ମାୟାବତୀ   ସ୍ପଷ୍ଟ କରିଛନ୍ତି ।ତେବେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୟୁପିରେ ମେଣ୍ଟ ଜାରି ରହିବ ବୋଲି କହିଛନ୍ତି ମାୟାବତୀ ।

 

ମାୟାବତୀଙ୍କୁ ଜବାବ ଦେଲେ ଅଖିଳେଶ

 

ଆଜମଗଡ଼ରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଅଖିଲେଶ    କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନ ପରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଗଢ଼ିବ। ଏଥିସହ ଏସପି ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଅଖିଲେଶ ସଙ୍କେତ ଦେଇଛନ୍ତି।

ପଢନ୍ତୁ: କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

Related posts

ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ

Ratnamani Moharana

ଅମୃତସର ଭଳି ଆସନରୁ ନିର୍ବାଚନ ଲଢିବେନି ମନମୋହନ

Ratnamani Moharana

କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Ratnamani Moharana

Leave a Comment