Entertainment

ଇଣ୍ଡିଆନ୍‌ ଆଇଡଲ୍‌ରୁ ଓହରିଲେ ଅନୁ ମଲିକ୍

anu

ମିଠୁ ଅଭିଯାନ କ୍ରମେ ଯୌନଶୋଷଣ ଅଭିଯୋଗରେ ସାମ୍ନା କରୁଥିବା ସଂଗୀତ ନିର୍ଦେଶକ ଅନୁ ମଲିକ୍ ଶେଷରେ ରବିବାର ସଙ୍ଗୀତଭିତିକ ରିଆଲିଟି ସୋ ‘ଇଣ୍ଡିଆନ୍‌ ଆଇଡଲ୍‌’ର ବିଚାରମଣ୍ଡଳୀରୁ ଓହରିଯାଇଛନ୍ତି।

anu

ଅନୁ ମଲିକ୍ ଦେଇଥିବା ସୂଚନା ଅନୁଯାୟୀ ସେ ଇଣ୍ଡିଆନ୍‌ ଆଇଡଲ୍‌’ର ପ୍ରସାରଣ କରୁଥିବା ସୋନୀ ଟିଭିକୁ ଲେଖିଛନ୍ତି, “ମୁଁ ଅନୁ ମଲିକ ଇଣ୍ଡିଆନ୍‌ ଆଇଡଲ୍‌’ରୁ ବିରତି ନେବାକୁ ଚାହୁଁଛି, କାରଣ ମୁଁ ବର୍ତ୍ତମାନ ଏହି କାମରେ ମନୋନିବେଶ କରିପାରୁନାହିଁ।” ଏପରି କହି ଅନୁ ସ୍ପଷ୍ଟ କରିଦେବାକୁ ପ୍ରୟାସ କରିଛନ୍ତି ଚ୍ୟାନେଲ ପକ୍ଷରୁ ତାଙ୍କୁ କାର୍ଯ୍ୟକ୍ରମ ଛାଡ଼ିବାକୁ କୁହାଯାଇନି ବରଂ ସେ ନିଜ ଆଡ଼ୁ ଏହି ନିଷ୍ପତ୍ତି ନେଇଛନ୍ତି।

ନେହା ଓ ବିଶାଲଙ୍କ ସହ ଆଉ ଜଣେ କଣ୍ଠଶିଳ୍ପୀଙ୍କୁ ସାମିଲ କରାଯାଇ ଏହି ଶୋ’କୁ ଆଗେଇ ନିଆଯିବ ବୋଲି କହିଛନ୍ତି ଉକ୍ତ ଟେଲିଭିଜନ ଚ୍ୟାନେଲର କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, #ମିଠୁ  ରେ ଫସିଥିବା ଯୋଗୁ ଅନୁଙ୍କୁ ଏହି ସୁଯୋଗରୁ କରାଯାଇଛି।

ପଢନ୍ତୁ; ବିବାହ ତାରିଖ ବିଧିବଦ୍ଧ ଭାବେ ଘୋଷଣା କଲେ ଦୀପିକା ଓ ରଣବୀର

Related posts

ଶ୍ରୀଦେବୀଙ୍କ ଶେଷ ଇଛା

ENO Beuro

ୟେ ହୈ ମୋହବତେଁରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ନୂଆ ରୂପ

ENO Beuro

ପ୍ରଭାସଙ୍କ ସହ ସିନେମା କରିବେ ଅର୍ଶୀ ଖାନ

ENO Beuro

Leave a Comment