Entertainment

#MeToo ବିବାଦ: ଏହି ମହିଳାଜଣଙ୍କ ବିଗ୍‌ ବି ଅମିତାଭଙ୍କ ନାଁ ରେ କଲେ ବଡଖୁଲସା

ଏବେ ବଲିଓଡରେ #MeToo ଅଭିଯାନ ଆରମ୍ଭ ହୋଇଯାଇଛି। ଏଥିରେ ଆଲୋକନାଥ, ବିକାଶ ବେହଲ୍‌, ନାନା ପାଟେକର, ସାଜିଦ୍‌ ଖାନ୍‌, ଅନୁ ମଲିକ୍‌ ଏବଂ କୈଲାଶ ଖେର ଆଦି ଅନେକ ନାମ ଏହି ତାଲିକାରେ ଯୋଡ଼ି ହୋଇସାରିଛି।

ଏହାସହ ଏହି ଘଟଣାକୁ ନେଇ ଆଉ ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ବଲିଉଡ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି।

sapna

ସୂଚନାନୁସାରେ, ଶୁକ୍ରବାର ସେଲେବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପ୍‌ନା ଭବ୍‌ନାନି ଟ୍ୱିଟର୍‌ରେ କିମ୍ବଦନ୍ତୀ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ ଏଥିରେ ଯୋଡ଼ିବାର ପ୍ରୟାସ କରିଛନ୍ତି। ଏହି ଅଭିଯାନ ସମର୍ଥନରେ ଅମିତାଭ ପୂର୍ବରୁ ପୋଷ୍ଟ କରିଥିବା ଏକ ଟ୍ୱିଟ୍‌ର  ଉପରେ ଖୁବ୍‌ ପ୍ରତିକ୍ରିୟାଶୀଳା  ହୋଇଛନ୍ତି ସପ୍‌ନା ଭବ୍‌ନାନି

ସେ ଟ୍ଵିଟ୍‌ କରି ଲେଖିଛନ୍ତି,‘ଏହା ଏଯାବତ୍‌’ର ସବୁଠାରୁ ବଡ଼ ମିଛ। ସାର୍‌! ପିଙ୍କ୍‌ ରିଲିଜ୍‌ ହୋଇସାରିଛି,ଆପଣଙ୍କର ଯେଉଁ ଆକ୍ଟିଭିଷ୍ଟ୍‍ ଇମେଜ୍‌ ଅଛି,ତାହା ବି ଯିବା ଉପରେ। ଖୁବ୍‌ଶୀଘ୍ର ସତ୍ୟ ସାମ୍ନାକୁ ଆସିବ। ଆଶା କରୁଛି କି ଆପଣ ଏବେ ନିଜର ହାତ ଚୋବାଉଥିବେ,କାରଣ ଏଥିପାଇଁ ନଖ କମ୍‌ ପଡିଯିବ।

ପଢନ୍ତୁ; ମହାନଦୀରେ ଭାସିଗଲେ ହାତୀ ପଲ

Related posts

ରିଲିଜ ହେଲା ଓଲିଉଡ କ୍ୱିନ ବର୍ଷାଙ୍କ ଫିଲ୍ମ ‘ନିମକି’ର ଟ୍ରେଲର

ENO Beuro

୩୦ ବର୍ଷରେ ପଦାର୍ପଣ କଲେ ଅନୁଷ୍କା ଶର୍ମା

ENO Beuro

ସଲମାନ ଖାନଙ୍କ ରିଲିଜ ହେଲା ‘ରେସ୍‌-୩’ ର ପ୍ରଥମ ପୋଷ୍ଟର

ENO Beuro

Leave a Comment