Entertainment

ଓଲିଉଡରେ ମଧ୍ୟ #MeToo ଝଡ,ଏହି ଓଲିଉଡ ଅଭିନେତ୍ରୀ ଆଣିଲେ ଅଭିଯୋଗ

metoo

#MeToo ଅଭିଯାନକୁ ନେଇ ଏବେ ଚର୍ଚା ଜୋର। ଏହି ଅଭିଯାନରେ ଅନେକଙ୍କ ବାସ୍ତବତା ସାମ୍ନାକୁ ଆସିଛି। ‘ମି ଠୁ’ ଅଭିଯାନ ବଲିଉଡ ପରେ ବର୍ତ୍ତମାନ ଓଲିଉଡରେ ଝଡ ସୃଷ୍ଟି କରିଛି। ସୋମବାର ଓଲିଉଡ ଅଭିନେତ୍ରୀ ଏଲି ପାଢୀ ଜଣେ ପ୍ରଯୋଜକଙ୍କ ବିରୋଧରେ ନିର୍ଯାତନା କରିଥିବା ଅଭିଯୋଗ କରିଛନ୍ତି। ପ୍ରଯୋଜକ ଜଣକ ହିରୋଇନ କରାଇଦେବାକୁ କହି ପ୍ରେମିକା କରିବାକୁ ଚାହୁଁଥିଲେ ବୋଲି ଏଲି କହିଛନ୍ତି।

ali

ଏବେ ସେହି ପ୍ରଯୋଜକ ମାନେ ଓଲିଉଡରେ ସକ୍ରିୟ ନଥିବା ବେଳେ ସେଥିପାଇଁ ତାଙ୍କ ନା ନେବାକୁ ସେ ଚାହୁଁନଥିବା କହିଛନ୍ତି । କାମ ନମିଳିବା ଭୟରେ ଓଡିଆ ଝିଅ ମୁହଁ ଖୋଲି କହିବାକୁ ଡରନ୍ତି ବୋଲି ଏଲି ପାଢୀ କହିଛନ୍ତି ।ବର୍ତ୍ତମାନ ସମୟରେ ଯେଉଁ ନୂଆ ପୀଢିର କଳାକାର ଫିଲ୍ମ ଦୁନିଆକୁ ଆସୁଛନ୍ତି, ସେମାନେ ଖୁବ୍ କମ୍ ସମୟରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖୁଛନ୍ତି । ସେଥିପାଇଁ ଏଭଳି ନିର୍ଯାତନାର ଶିକାର ହେଉଥିବା ଓଲିଉଡର ଟେଲି ଅଭିନେତ୍ରୀ ଏଲି ପାଢୀ କହିଛନ୍ତି।

ପଢନ୍ତୁ;ତିତ୍‌ଲି ବିପର୍ଯ୍ୟୟ: ନବୀନ ପାଳିବେନି ଜନ୍ମଦିନ

Related posts

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

ENO Beuro

ଓଲିଉଡର ଲୋକପ୍ରିୟ ନାୟିକା ପ୍ରିୟା : ‘ଡ୍ରିମ୍‌ଗାର୍ଲ’ ପରେ ଏହି ନିର୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଛନ୍ତି

ENO Beuro

Abhinash Pradhan’s Sambalpuri Weavers, To Premiere At TSAFF On 14th October

ENO Beuro

Leave a Comment