News

ମେଡିକାଲ କଲେଜ ଦୁର୍ନୀତି ମାମଲା:ଇଡି ହାତରେ ତଦନ୍ତ ଭାର

କଳାହାଣ୍ଡି ଜିଲ୍ଲା ସରଦାର ରାଜାସ ମେଡିକାଲ କଲେଜ ଦୁର୍ନୀତି ମାମଲାର ତଦନ୍ତ  କରିବ ଇଡି। ଏହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଜାରି ରଖିଥିଲା।

ତାମିଲନାଡୁର ସେଲମ ଏଜୁକେଶନାଲ ଟ୍ରସ୍ଟ କଳାହାଣ୍ଡି ଜିଲ୍ଲାରେ  ମେଡିକାଲ କଲେଜ ଖୋଲିବାକୁ  ଯୋଜନା କରିଥିଲା।ଟ୍ରସ୍ଟର  ମ୍ୟାନେଜିଙ୍ଗ ଟ୍ରସ୍ଟୀ ଏ.ଜୋନସେଲ ରାଜା ୨୦୦୪ରେ ଏନେଇ ଏକ ଚୁକ୍ତି କରିଥିଲେ।

୨୦୧୪-୧୫ ବର୍ଷରେ ଏମବିବିଏସ ପାଠ୍ୟକ୍ରମରେ ଏଡମିଶନ ପାଇଁ ଭାରତୀୟ ଭେଷଜ ପରିଷଦ ୧୨୪ଟି ସୀଟ ପାଇଁ ଅନୁମତି ଦେଇଥିଲା। ଆବଶ୍ୟକ ଭିତିଭୂମି କଲେଜ ପାଖରେ ନଥିବାରୁ ଏମସିଆଇ ତୃତୀୟ ବର୍ଷ ଏଡମିଶନ ପାଇଁ ଅନୁମତି ଦେଇନଥିଲା।ତଥାପି କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଏହି ବାବଦରେ ଲକ୍ଷଲକ୍ଷ ଟଙ୍କା ଆଦାୟ କରିଥିଲେ ଏବଂ ଏହାପରେ କଲେଜ ବନ୍ଦ ହୋଇଯାଇଥିଲା।

 

ପଢନ୍ତୁ:ଆସନ୍ତୁ ଜାଣିବା ଲୁଣର ବ୍ୟବହାର ଦ୍ଵାରା କେମିତି ଦୂର କରାଯାଇପାରିବ ବାସ୍ତୁ ଦୋଷ 

Related posts

ତେଜପ୍ରତାପ ଯାଦବ ନିଖୋଜ !

ENO Beuro

ହାଜର ହେଲେନି ଆୟାର,ଚିଠି ଲେଖି କ୍ଷମା ମାଗିଲେ

ENO Beuro

ଆରମ୍ଭ ହେଲା ‘ସେଲଫି ଓ୍ଵିଥ୍ ସିଏମ’

ENO Beuro

Leave a Comment