EnewsOdia.Com

କିଛିଦିନ ବ୍ୟବଧାନରେ ହେବାକୁ ଯାଉଛି ମେଡିସିନର ୫୦ ପ୍ରତିଶତ ଦର ବୃଦ୍ଧି

ମଣିଷ ହେଉ କି ପଶୁ ଜୀବନର ଏକ ଅତ୍ୟାବଶ୍ୟକୀୟ ଜିନିଷ ହେଉଛି ମେଡ଼ିସିନ। ଯାହାରକି  ଖୁବଶୀଘ୍ର  ଦର ବୃଦ୍ଧି ହେବାକୁ ଯାଉଛି । ବିଭିନ୍ନ ନିତ୍ୟାନ୍ତ ଦରକାରୀ ଔଷଧର ଦର ବୃଦ୍ଧିକୁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (NPPA) ଅନୁମତି ଦେଇଛି । ଫଳରେ ଆଣ୍ଟିବାୟୋଟିକ୍, ଆଣ୍ଟି ଆର୍ଲଜିକ୍ସ, ଆଣ୍ଟି ମାଲେରିଆ ଡ୍ରଗ୍ସ, ବିସିଜି ଭ୍ୟାକ୍ସିନ୍ ଏବଂ ଭିଟାମିନ୍ ସି ଔଷଦ ଆଦିର ଦର ପ୍ରାୟ ୫୦ ପ୍ରତିଶତ ମହଙ୍ଗା ହେବ ।ଏହିଭଳି ୨୧ଟି ଦରକାରୀ ମେଡିସିନର ଦର ବୃଦ୍ଧି ହୋଇଛି । ନୂତନ ଦର ଯଥାଶୀଘ୍ର ଲାଗୁ ହେବ ।

ବିଗତ ୨ ବର୍ଷ ହେଲା ମେଡିସିନ୍ ଦର ବୃଦ୍ଧି ନେଇ ଫାର୍ମା କମ୍ପାନୀ ଗୁଡ଼ିକ ଦାବି କରି ଆସୁଥିଲେ । ଔଷଧ ପ୍ରସ୍ତୁତିରେ ବ୍ୟବହୃତ ର’ ମାଟେରିଆଲର ଦାମ ବଢିବା ଫଳରେ ପୁରୁଣା ଦରରେ ଔଷଧ ଉତ୍ପାଦନ ଅସମ୍ଭବ ହୋଇ ପଡ଼ିଥିଲା ।ତେବେ, ମେଡିସିନ୍ ଦର ବୃଦ୍ଧି ନେଇ ନିଷ୍ପତ୍ତି ହେବା ପରେ ମାର୍କେଟରେ ଯେମିତି ସେ ସବୁ ଅତ୍ୟାବଶ୍ୟକ ଔଷଧ ଉପଲବ୍ଧ ହେବ ସେଥିପ୍ରତି NPPA ଧ୍ୟାନ ଦେଇଛି ।

ପଢନ୍ତୁ: ଲାଲଗଡରେ ଫରଫର ଉଡିଲା ତ୍ରିରଙ୍ଗା

ସମ୍ବନ୍ଧିତ ଖବର

ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି

Ratnamani Maharana

କମିଲା ଥଣ୍ଡା, ଆସୁଛି କୁହୁଡି

Ratnamani Maharana

ବ୍ୟାନ ପରେ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପରିବେଷଣ ହେଲା ଅଶ୍ଳୀଳ ନୃତ୍ୟ

Ratnamani Maharana

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

Ratnamani Maharana

ଏସପ୍ଲାନେଡ ମଲରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ୨୪ ଘଣ୍ଟା ଭିତରେ ୩ ଗିରଫ

Ratnamani Maharana

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana