News

ଫନି ପରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ ପାଇଁ ସମୀକ୍ଷା ବୈଠକ

Td

ମେ ୩ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟା ‘ଫନି ’ ପ୍ରଳୟ ରଚିଥିଲା ଉପକୂଳ ଓଡିଶାରେ। ଏହାପରେ ଠପ ହୋଇଯାଇଥିଲା ସବୁ ବ୍ୟବସ୍ଥା। ତେବେ ଏହି ଅବ୍ୟବସ୍ଥା ମଧ୍ୟରେ ବ୍ୟାଙ୍କ ଓ ବିମସେବା ମଧ୍ୟ ସାମିଲ ଥିଲା। ଏଥିପାଇଁ ଲୋକମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୁଣିଥରେ ସ୍ୱାଭାବିକ କରିବାକୁ ସରକାର ଆଜି ଏକ ସମୀକ୍ଷା ବୈଠକ କରିଛି ଅର୍ଥ ବିଭାଗ

ଅର୍ଥ ବିଭାଗ ପକ୍ଷରୁ ବ୍ୟାଙ୍କ, ବୀମା ଓ ରାଜ୍ୟରେ ସେବା ଯୋଗାଉଥିବା ଟେଲିକମ କମ୍ପାନୀର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟା ‘ଫନି’ର ତାଣ୍ଡବରେ ରାଜ୍ୟର ଅନେକ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ସବୁ ଅଞ୍ଚଳରେ ସେବାକୁ ପୁଣିଥରେ ଆରମ୍ଭ କରିବାକୁ ଅର୍ଥ ବିଭାଗର ପ୍ରମୁଖ ଅଧିକାରୀ ଉଦ୍ୟମ କରୁଛନ୍ତି।

ପଢନ୍ତୁ: ମମତାଙ୍କ ପ୍ରଚାର ବନ୍ଦ କଲେ ନିର୍ବାଚନ କମିଶନ

Related posts

ହନୁମାନଙ୍କ ଭକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା!

ENO Beuro

ଦୂରଦର୍ଶନରେ ଲାଇଭ୍ ଶୋ ସମୟରେ ଟଳି ପଡିଲେ ଲେଖିକା ରୀତା ଜିତେନ୍ଦ୍ର

ENO Beuro

ପଦ୍ମ ଧରିଲେ ଅପରାଜିତା ଷଡଙ୍ଗୀ

ENO Beuro

2 comments

ବିଜେପି ନିର୍ମାଣ କରିବ ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂର୍ତ୍ତି May 16, 2019 at 4:36 pm

[…] ଫନି ପରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ&… […]

ଫନି ପୀଡିତଙ୍କ ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ May 16, 2019 at 5:15 pm

[…] ଫନି ପରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ&… […]

Leave a Comment