ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ଏଡିଟ୍ ସୁବିଧା ହ୍ବାଟସ୍ଆପ୍ରେ ଉପଲବ୍ଧ ହୋଇଛି ବୋଲି ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି। ମେସେଜ୍ ପଠାଇବାର ୧୫ ମିନିଟ୍ ଭିତରେ ତାହାକୁ ଏଡିଟ୍ କରିହେବ।
ହ୍ବାଟସ୍ଆପ୍ରେ ମେସେଜ୍ ଏଡିଟ୍ କରିବା ସୁବିଧା ଆରମ୍ଭ କରାଯାଇଛି। ବିଶ୍ବର ବିଭିନ୍ନ ସ୍ଥାନରେ ଏହି ସୁବିଧା ମିଳିଥିବା ବେଳେ ଆସନ୍ତା ସପ୍ତାହରେ ଭାରତୀୟମାନେ ତାହାକୁ ବ୍ୟବହାର ଆରମ୍ଭ କରିବାର ସମ୍ଭାବନା ରହିଛି। ଏଡିଟ୍ ସୁବିଧା ହ୍ବାଟସ୍ଆପ୍ରେ ଉପଲବ୍ଧ ହୋଇଛି ବୋଲି ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି। ମେସେଜ୍ ପଠାଇବାର ୧୫ ମିନିଟ୍ ଭିତରେ ତାହାକୁ ଏଡିଟ୍ କରିହେବ। ଯେଉଁ ମେସେଜ୍କୁ ଏଡିଟ୍ କରାଯିବ ତାହା ଏଡିଟ୍ ହୋଇଛି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।