ନାଗକେଶର ଗଛର ମଞ୍ଜିକୁ ଆଲମାରୀ ଲକରରେ ରଖିବା ଦ୍ଵାରା ମିଳିଥାଏ ମା ଲକ୍ଷ୍ମୀଙ୍କ ଅଶେଷ କୃପା

ଯଦି ଆପଣ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି କିମ୍ବା ଘରେ ସବୁବେଳେ କଳହ ଲାଗିରହିଥାଏ , ତେବେ କେବଳ ଏକ ମଞ୍ଜି ହିଁ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିପାରେ । ଏହା ଏକ ସାଧାରଣ ବୃକ୍ଷ ମାତ୍ର ସହଜରେ ମିଳେନାହିଁ । ଗୋଲମରିଚ ପରି ଦେଖିବାକୁ ଓ ପଛରେ ଏକ ନାଡ ଲାଗିଥିବା ନାଗକେଶର ବୃକ୍ଷର ମଞ୍ଜି କେବଳ ପୂଜାପାଠ କାର୍ଯ୍ୟରେ ବ୍ୟବହାର ହୋଇଥାଏ ।

ଆସନ୍ତୁ ଜାଣିବା , କେମିତି କରିବା ନାଗକେଶର ମଞ୍ଜିର ବ୍ୟବହାର

  • ଘରେ ସର୍ବଦା କଳହ ଲାଗି ରହୁଥିଲେ ଏହି ମଞ୍ଜିକୁ ଘୋରି ମସ୍ତକରେ ତିଳକ ଲଗାଇବା ଦ୍ଵାରା ଘରେ ଶାନ୍ତ ବାତାବରଣ ଫେରିଆସେ ।
  • ଧନର ଆମଦାନୀ ବଢେଇବାକୁ ଚାହୁନଥିଲେ ଏକ ଶୁଭ ମୁହୂର୍ତ୍ତରେ ଉପରୋକ୍ତ  ମଞ୍ଜି ଓ ପାଞ୍ଚଟି ମୁଦ୍ରାକୁ ଯଥାବିଧି ପୂଜା କରି ପରେ ଏକ ଲାଲ କପଡାରେ ବାନ୍ଧି ଦୋକାନ କିମ୍ବା ଘରର ଆଲମାରୀ ଲକରରେ ରଖିଦିଅନ୍ତୁ ।
  • ଏକ ହଳଦିଆ କପଡାରେ ନାଗକେଶର ମଞ୍ଜି , ହଳଦୀ , ଗୁଆ , ଗୋଟେ ମୁଦ୍ରା , ଖଣ୍ଡେ ତମ୍ବା କିମ୍ବା ତମ୍ବା ମୁଦ୍ରା ଓ ଅକ୍ଷତ ରଖି ଯଥାବିଧି ପୂଜା କରି ସିଦ୍ଧ କରି ଆଲମାରୀ ଲକରରେ ରଖିଲେ ଆଟିକା ସମସ୍ୟା ଦୂରେଇ ଯାଏ ।

nagakesar seed

ପଢନ୍ତୁ , ବାସ୍ତୁଶାସ୍ତ୍ର ଅନୁସାରେ ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ

 

ନାଗକେଶର ମଞ୍ଜି

ଯଦି ଆପଣ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି କିମ୍ବା ଘରେ ସବୁବେଳେ କଳହ ଲାଗିରହିଥାଏ , ତେବେ କେବଳ ଏକ ମଞ୍ଜି ହିଁ ଆପଣଙ୍କ ସବୁ ସମସ୍ୟାର ସମାଧାନ କରିପାରେ । ଏହା ଏକ ସାଧାରଣ ବୃକ୍ଷ ମାତ୍ର ସହଜରେ ମିଳେନାହିଁ ।

ନାଗକେଶର ମଞ୍ଜି - 4.4

87%

ଆର୍ଥିକ ସ୍ଥିତି - 4.1

81%
4.2/5

Very Good!

Summary

4.5/5 Votes: 2 users

You're not rated yet