Loading...

କର୍ମଚାରୀ ଛଟେଇ କରିବ ‘ମାଇକ୍ରୋସଫ୍ଟ୍‌’

କର୍ମଚାରୀ ଛଟେଇ କରିବ ‘ମାଇକ୍ରୋସଫ୍ଟ୍‌’

‘ବ୍ଲୁମ୍‌ବର୍ଗ ନିଉଜ୍‌’ ରିପୋର୍ଟ ଅନୁସାରେ, ବୁଧବାରଠାରୁ ‘ମାଇକ୍ରୋସଫ୍ଟ୍‌’ ତା’ର ଇଞ୍ଜିନିୟରିଙ୍ଗ୍‌ ଡିଭିଜନ୍‌ଗୁଡ଼ିକରୁ କର୍ମଚାରୀ ଛଟେଇ ଘୋଷଣା କରିପାରେ।କିନ୍ତୁ, ଏହାକୁ ଗୁଜବ କହି ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବାକୁ ‘ମାଇକ୍ରୋସଫ୍ଟ୍‌’ର ଜଣେ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ମନା କରିଦେଇଛନ୍ତି।

ଖରାପ ଆର୍ଥିକ ପରିସ୍ଥିତିରୁ ମୁକ୍ତି ପାଇବା ଲାଗି ଅନ୍ୟାନ୍ୟ ବୃହତ୍‌ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଭଳି ‘ମାଇକ୍ରୋସଫ୍ଟ୍‌’ ମଧ୍ୟ ବିଶ୍ବବ୍ୟାପୀ ତା’ର କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ କରିବାକୁ ପ୍ରସ୍ତୁତି କରୁଥିବା କଥା ମଙ୍ଗଳବାର ଦିନ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

‘ବ୍ଲୁମ୍‌ବର୍ଗ ନିଉଜ୍‌’ ରିପୋର୍ଟ ଅନୁସାରେ, ବୁଧବାରଠାରୁ ‘ମାଇକ୍ରୋସଫ୍ଟ୍‌’ ତା’ର ଇଞ୍ଜିନିୟରିଙ୍ଗ୍‌ ଡିଭିଜନ୍‌ଗୁଡ଼ିକରୁ କର୍ମଚାରୀ ଛଟେଇ ଘୋଷଣା କରିପାରେ।କିନ୍ତୁ, ଏହାକୁ ଗୁଜବ କହି ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବାକୁ ‘ମାଇକ୍ରୋସଫ୍ଟ୍‌’ର ଜଣେ ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ମନା କରିଦେଇଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.