News

ଗିରଫ ହେଲେ ବଲିଉଡ୍‌ ଗାୟକ ମିକା ସିଂହ

mika

ପ୍ରସିଦ୍ଧ ବଲିଉଡ୍‌ ଗାୟକ ମିକା ସିଂହକୁ ଦୁବାଇ ପୋଲିସ ଗିରଫ କରିଛି। ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ୍ ଯୁବତୀଙ୍କୁ ଅଶାଳୀନ ଫଟୋ ଫଟାଇବା ଅଭିଯୋଗରେ ମିକାଙ୍କୁ ଅଟକ ରଖିଛି ୟୁଏଇ ପୁଲିସ । ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ପାଇଁ ଦୁବାଇ ଯାଇଥିଲେ ମିକା ସିଂ । ସେଠି ଏହି ଯୁବତୀ ଜଣଙ୍କୁ ଅଶାଳୀନ ଫଟୋ ପଠାଇଥିବା ଅଭିଯୋଗ ହୋଇଛି ।

mika

ଯୁବତୀ ଜଣଙ୍କ ଅଭିଯୋଗ ଭିତ୍ତିରେ ମିକା ସିଂହଙ୍କୁ ଦୁବାଇ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏ ସମ୍ପନର୍କରେ ଞୁ,ଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରୀ କହିଛନ୍ତି ଯେ ଯେଉଁ ଥାନାରେ ମିକା ସିଂହଙ୍କୁ ଅଟକ ରଖାଯାଇଛି ସେଠାରେ ଭାରତୀୟ ଅଧିକାରୀମାନ ପହଞ୍ଚିିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଭାରତୀୟ ଦୂତାବାସ ପକ୍ଷରୁ ମିକାଙ୍କ ମାମଲାରେ ହସ୍ତକ୍ଷେପ କରାଯାଇଛି ବୋଲି ଶ୍ରୀ ସୁରୀ କହିଛନ୍ତି।

ପଢନ୍ତୁ; ନୂଆ ବର୍ଷରେ ନୂଆ ଗୀତ…………

Related posts

ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

Ratnamani Moharana

ଅଣ୍ଡା ଦର ଅଚାନକ ବୃଦ୍ଧି, କାରଣ ଏବେବି ଅସ୍ପଷ୍ଟ

ENO Beuro

୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

Leave a Comment