POLITICALS

କଂଗ୍ରେସରେ ଯୋଗ ଦେଲେ ନିଳଗିରି ରାଣୀ ଓ ମିଲି ପଣ୍ଡା

congres

ଆମ ଓଡିଶା ଛାଡି ନିଜ ସମଥର୍କଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି ଶୁଭଶ୍ରୀ ପଣ୍ଡା ଓରଫ ମିଲି। ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା (ମିଲି) କଂଗ୍ରେସରେ ସାମିଲ ହୋଇଥିବା ବେଳେ ନିଳଗିରି ରାଣୀ ମନୋଜ ମଞ୍ଜରି ଦେବୀ ଏହି ଦଳରେ ସାମିଲ ହୋଇଛନ୍ତି ।

କଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂଙ୍କ ସାଙ୍ଗଠନିକ ପରିଚାଳନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵ ପ୍ରତି ସମର୍ଥନ ଜଣାଇ ଏହି ଦୁଇ ନେତ୍ରୀ ଦଳରେ ଯୋଗ ଦେଇଥିବା ଜଣାପଡିଛି।

congres

ନିଳଗିରି ଅଞ୍ଚଳରେ ବିଗତ ଦିନରେ କଂଗ୍ରେସ ହିଁ ସର୍ବାଧିକ ଉନ୍ନତି କରିଥିଲା ଏବଂ ଆଗାମୀ ଦିନରେ ମଧ୍ୟ ହୋଇପାରିବ ବୋଲି ବିଶ୍ବାସ ଯୋଗୁଁ ସେ ଦଳରେ ଯୋଗ ଦେଇଛନ୍ତି ବୋଲି ରାଣୀ ମନୋଜା ପ୍ରତିକ୍ରିୟାରେ କହିଛନ୍ତି।

ପଢନ୍ତୁ;ଜାକର୍ତ୍ତା ଏସିଆଡ: କୁସ୍ତିରେ ପ୍ରଥମ ମହିଳା ଭାବେ ସ୍ଵର୍ଣ୍ଣ ଜିତିଲେ ଭିନେଶ ଫୋଗଟ

Related posts

ଗଣତିକୁ ଆଉ ଦୁଇ ଦିନ: ନେତାମାନେ ଏବେ ମନ୍ଦିରରେ ବ୍ୟସ୍ତ

Ratnamani Moharana

ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ଶାଳିନୀ ଯାଦବ

କଂଗ୍ରେସର ପରାଜୟ ପାଇଁ ପୁତ୍ର ପ୍ରେମ ଦାୟୀ

Ratnamani Moharana

Leave a Comment