Loading...

ବଢିବ ଦୁଗ୍ଧ ଜାତୀୟ ଖାଦ୍ଯର ମୂଲ୍ୟ

ବଢିବ ଦୁଗ୍ଧ ଜାତୀୟ ଖାଦ୍ଯର ମୂଲ୍ୟ

ଏପ୍ରିଲ୍‌ ୧ରୁ ଓମ୍‌ଫେଡ୍‌ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି କରିଛି। ତା ସହିତ ଗୋଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦର ବୃଦ୍ଧି ମଧ୍ୟ ଘଟିଛି।

ଏପ୍ରିଲ୍‌ ୧ରୁ ଓମ୍‌ଫେଡ୍‌ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି କରିଛି। ତା ସହିତ ଗୋଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦର ବୃଦ୍ଧି ମଧ୍ୟ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଦୁଗ୍ଧଜାତ ଦ୍ରବ୍ୟର ପାଇକାରୀ ଦର ବୃଦ୍ଧି କରିବାପାଇଁ ନିସ୍ପତି ନେଇଛି କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ। ଛେନା କେଜି ପିଛା ୨୦ଟଙ୍କା, ପନିର୍‌ କେଜି ପ୍ରତି ୩୦ଟଙ୍କା ଓ କଞ୍ଚା ଖୁଆ କେଜି ପ୍ରତି ୬୦ଟଙ୍କା ବୃଦ୍ଧି ପାଇବ ଏହାଦ୍ବାରା ପୂର୍ବରୁ ଛେନା ୧୭୫ଟଙ୍କା ଥିବାବେଳେ ମେ ୧ରୁ ଏହା ୧୯୫ଟଙ୍କା, ପନିର୍‌ ୨୨୫ଥିବା ବେଳେ ୨୫୫ଟଙ୍କା, ଓ ଖୁଆ ୨୬୦ ଟଙ୍କାରୁ ୩୨୦ଟଙ୍କାକୁ ବୃଦ୍ଧି ପାଇବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.