ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ମିଲେଟସ ଓଡିଶା ମିଶନର ମାସ୍କଟ ହେଉଛି ସୁନ୍ଦରୀ ମିଲି । ଆଗକୁ ନଭେମ୍ବର ୧୦ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମିଲି ମାଣ୍ଡିଆର ପ୍ରଚାର ପ୍ରସାର କରିବ। ଏହା ସହ ଜାନୁଆରୀରେ ହେବାକୁ ଥିବା ପୁରୁଷ ହକି ଓ୍ଵାଲ୍ଠ କପ୍ରେ ମିଲି ଉପସ୍ଥିତ ରହିବ।
ମିଲେଟସ ଓଡିଶା ମିଶନର ମାସ୍କଟ ହେଉଛି ସୁନ୍ଦରୀ ମିଲି । ଆଗକୁ ନଭେମ୍ବର ୧୦ ମାଣ୍ଡିଆ ଦିବସ ପାଳନ କରାଯିବ। ଏଥିରେ ମିଲି ମାଣ୍ଡିଆର ପ୍ରଚାର ପ୍ରସାର କରିବ। ଏହା ସହ ଜାନୁଆରୀରେ ହେବାକୁ ଥିବା ପୁରୁଷ ହକି ଓ୍ଵାଲ୍ଠ କପ୍ରେ ମିଲି ଉପସ୍ଥିତ ରହିବ। ଇଣ୍ଟରନ୍ୟାସନାଲ ଇୟର ଅଫ ମିଲେଟସ୍ରେ ମଧ୍ୟ ମିଲିକୁ ଦେଖିବାକୁ ମିଳିବ। କୃଷି ଓ କୃଷକ ସଶକ୍ତିକରଣର ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି।ମାର୍ଗଶିର ମାସ ପ୍ରଥମ ଗୁରୁବାର ନଭେମ୍ବର ୧୦କୁ ମିଲେଟ ଦିବସ ଭାବେ ପାଳନ କରାଯିବ । ରାଜ୍ୟରେ କୃଷିର ଉନ୍ନତି ଆଣିବା ସହ କୃଷକଙ୍କୁ ସଶକ୍ତିକରଣ କରିବାନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାକୁ ସଠିକ ଭାବେ କାର୍ଯ୍ୟକାରିତା କରିବାନେଇ ଉଦ୍ୟମ ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲାରେ କଫି ମିଶନ, ମିଲେଟ ମିଶନ ଓ ଆଳୁ ମିଶନ ଜରିଆରେ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କୋରାପୁଟ ଗସ୍ତରେ ଆସିଥିବା କୃଷି ଉତ୍ପାଦନ କମିଶନର ଅରବିନ୍ଦ ପାଢୀ । ଏହା ସହ ପରିବା ସଂରକ୍ଷଣ ସକାଶେ ର୍ନିମିତ ହେବ ମାଇକ୍ରୋ ସୋଲାର ଶୀତଳ ଭଣ୍ଡାର, ଲ୍ୟାବ ସ୍ଥାପନ କରାଯାଇ ଉନ୍ନତ ମାନର ସ୍ୱାଦିଷ୍ଠ କାଜୁ ଓ କଫି ଉତ୍ପାଦନ କରି ଚାଷର ଉନ୍ନତି ଆଣିବାକୁ ସରଜାର ଲକ୍ଷ୍ୟ କରାଯାଇଛି। ଶିକ୍ଷିତ ଯୁବକମାନଙ୍କୁ ଚାଷ ପ୍ରତି ଆକୃଷ୍ଟ ଜରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ୩ ଦିନିଆ କୋରାପୁଟ ଗସ୍ତରେ ଆସି କୃଷି ବିଭାଗର ସମସ୍ତ କାର୍ଯକ୍ରମର ସମୀକ୍ଷା କରିଥିଲେ ଅରବିନ୍ଦ ପାଢୀ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।