Loading...

ଦେଶର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାରୁ ଦୁଇ ବ୍ୟକ୍ତି

ଦେଶର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାରୁ ଦୁଇ ବ୍ୟକ୍ତି

ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଦେଶର ଶ୍ରେଷ୍ଠ ୨୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି। ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌।

ସୂଚନାନୁସାରେ, ବସନ୍ତ ଶ୍ରୀଧର, ଭୁବନ ଗୁପ୍ତା ଓ ନିତୀନ ଜୈନଙ୍କ ସହ ମିଶି ଆଶିଷ ସ୍ଥାପନ କରିଥିବା ଦୁଇଟି କଂପାନି ଅଫ୍‌ବିଜନେସ୍‌ ଓ ଅକ୍ସିଜୋକୁ ତାଲିକାରେ ସ୍ଥାନ ମିଳିଛି। ଅଫ୍‌ବିଜନେସ୍‌ର ବଜାର ମୂଲ୍ୟ ୪୧,୫୮୯ କୋଟି ଟଙ୍କା ଥିବା ‌ବେଳେ ତାହା ୧୩ତମ ଏବଂ ଅକ୍ସିଜୋ ୮,୩୧୮ କୋଟି ଟଙ୍କାର ବଜାର ମୂଲ୍ୟ ସହ ୧୦୦ତମ ସ୍ଥାନରେ ରହିଛି।୪୨ ବର୍ଷୀୟ ଆଶିଷଙ୍କ ଘର ହେଉଛି କଟକରେ। ସେହିପରି ଓୟୋର ପ୍ରତିଷ୍ଠାତା ରିତେଶଙ୍କ ଜନ୍ମ ରାୟଗଡ଼ାର ବିଷମକଟକରେ ଏକ ମାରୱାଡ଼ି ପରିବାରରେ ହୋଇଥିଲା ଓ ବଲାଙ୍ଗୀରର ଟିଟଲାଗଡ଼। ରିତେଶ ଅଗ୍ରୱାଲ୍ ସ୍ଥାପନ କରିଥିବା ଓୟୋର ବଜାର ମୂଲ୍ୟ ୨୨,୪୫୮ କୋଟି ଟଙ୍କା ଥିବା ବେଳେ ସେ ତାଲିକାର ୩୪ତମ ସ୍ଥାନରେ ରହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.