ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ଭାରତକୁ ମିଳିଛି ୨ ପଦକ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ । ଭାରତୀୟ ମହିଳା ଖେଲାଳି ସାଇଖୋମ ମୀରାବାଇ ଜାନୁ ୨୧ ତମ କମନୱେଲ୍ଥ କ୍ରୀଡାରେ ଗୁରୁବାର ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।  ୪୮ କେଜିର ବର୍ଗରେ ମୀରାବାଇଙ୍କୁ ସ୍ୱର୍ଣ୍ଣ ମିଳିଛି ।

ଚାନୁ ସ୍ନାଚରେ ୮୬ କିଲୋଗ୍ରାମ ଓ କ୍ଲିନ ଏଂଡ ଜର୍କରେ ୧୧୦ ସ୍କୋର ସହ ମୋଟ ୧୯୬ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ମୀରାବାଇଙ୍କର ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ସମସ୍ତ ରାଉଣ୍ଡରେ ମୀରାବାଇଙ୍କର ବ୍ୟକ୍ତିଗତ ସ୍କୋର ଭଲ ରହିଥିଲା । ଏହି ପ୍ରତିଯୋଗୀତାରେ ମରିସସ୍ ର ମେରି ହେନିତ୍ରା ରୌପ୍ୟ ପଦକ ପାଇଛନ୍ତି ।

ପୂର୍ବରୁ ଗୁରୁରାଜ ପୂଜାରୀ ପୁରୁଷ ୫୬ କିଲୋଗ୍ରାମ ଭାରତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ସେପଟେ ୫୬ କିଲୋଗ୍ରାମ ବିଭାଗ ୱେଟଲିଫ୍ଟିଂରେ ଗୁରୁରାଜ ପୁଜାରୀ ରୌପ୍ୟ ପଦକ ହାତେଇଛନ୍ତି । ଭାରତକୁ ମିଳିଛି ୨ ପଦକ ।

ପଢନ୍ତୁ ;

ସଲମାନ ଖାନଙ୍କୁ ୬ ବର୍ଷ ଦୋଷୀ ସାବ୍ୟସ୍ତ କଲେ ଯୋଧପୁର ହାଇକୋର୍ଟ

ଭାରତୀୟ ମହିଳା ଖେଲାଳି ସାଇଖୋମ ମୀରାବାଇ ଜାନୁ ୨୧ ତମ କମନୱେଲ୍ଥ କ୍ରୀଡାରେ ଗୁରୁବାର ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି - 4.6

91%

ସେପଟେ ୫୬ କିଲୋଗ୍ରାମ ବିଭାଗ ୱେଟଲିଫ୍ଟିଂରେ ଗୁରୁରାଜ ପୁଜାରୀ ରୌପ୍ୟ ପଦକ ହାତେଇଛନ୍ତି - 4.4

88%
4.5/5

Very Good!

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ । ଭାରତୀୟ ମହିଳା ଖେଲାଳି ସାଇଖୋମ ମୀରାବାଇ ଜାନୁ ୨୧ ତମ କମନୱେଲ୍ଥ କ୍ରୀଡାରେ ଗୁରୁବାର ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।  ୪୮ କେଜିର ବର୍ଗରେ ମୀରାବାଇଙ୍କୁ ସ୍ୱର୍ଣ୍ଣ ମିଳିଛି ।

No Votes Yet

You're not rated yet