News

ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ମାନୁସି ଚିଲର ହେବେ ସମ୍ମାନୀତ, ପାଇବେ ଇଚ୍ଛା ମୁତବକ ସରକାରୀ କାର୍ଜ୍ୟାଲୟ

ଭାରତୀୟ ଝିଅ ମାନୁସି ଚିଲର ବିଶ୍ୱ ଦରବାରରେ ନିଜ ଦେଶର ଟେକ ରଖିବା ପରେ ତାଙ୍କୁ ଏବେ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି । ହରିଆଣାର ଏହି ସୁନ୍ଦରୀ ଓ ବିଦୁଷୀ ୨୦୧୭ ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ହେବା ପରେ ହରିଆଣା ସରକାର ମାନୁସିଙ୍କୁ ନିଜ ରାଜ୍ୟରେ ସମ୍ମାନିତ କରିବାର ଯୋଜନା କରିଛନ୍ତି।

ତେବେ, ମାନୁସି ଏବେ ଚୀନରେ ଅଛନ୍ତି। ନିଜ ଜନ୍ମମାଟିକୁ ସୋମବାର ଦିନ ଫେରିବେ । ଏଥିପାଇଁ ହରିଆଣା ସରକାର ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ମାନୁସିଙ୍କୁ ତାଙ୍କ ଇଚ୍ଛା ମୁତାବକ ଏକ ଅଫିସ୍‌ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। ସେ ଚାହିଁଲେ ରାଜ୍ୟର କୌଣସି ବି ଅଫିସ୍‌ ମୁଖ୍ୟମନ୍ତ୍ରୀଙ୍କୁ ମାଗିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଆଗରୁ ସେ ଫେମିନା ମିସ୍‌ ଇଣ୍ଡିଆର ମୁକୁଟ ମଧ୍ୟ ହାସଲ କରିସାରିଛନ୍ତି ।

ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟିନୀ ମାନୁସି ଚିଲର ହେବେ ସମ୍ମାନୀତ, ପାଇବେ ଇଚ୍ଛା ମୁତବକ ସରକାରୀ କାର୍ଜ୍ୟାଲୟ

ପାଢନ୍ତୁ, ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଂଚଳକୁ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା

Related posts

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ENO Beuro

ମହାନଦୀରେ ଆସୁଛି ବନ୍ୟା,ହୀରାକୁଦ ଖୋଲିଲା ୨୫ ଗେଟ୍‌

ENO Beuro

ମକ୍କା ମସଜିଦ ବିସ୍ଫୋରଣ ମାମଲା : ରାୟ ଦେବାର କିଛି ସମୟ ପରେ ଜଜଙ୍କ ଇସ୍ତଫା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More