EnewsOdia.Com

ମିଶନ ଚନ୍ଦ୍ରଯାନ-୩ ପାଇଁ କେନ୍ଦ୍ରକୁ ୭୫ କୋଟି ମାଗିଲା ଇସ୍ରୋ

ଚନ୍ଦ୍ରଯାନ-୨ର ବିଫଳତା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏବେ ଚନ୍ଦ୍ରଯାନ-୩ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ମିଶନ ପାଇଁ ଇସ୍ରୋ ମୋଟ୍‍ ୬୬୬ କୋଟି ଟଙ୍କାର ବଜେଟ୍‍ ଧାର୍ଯ୍ୟ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କୁ ୭୫ କୋଟି ଟଙ୍କା ମାଗିଛି।

ଏଥିରୁ ୬୦ କୋଟି ଟଙ୍କା ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ଅନ୍ୟ କିଛି କାମରେ ଖର୍ଚ୍ଚ କରାଯିବ। ଏହା ସହିତ ବାକି ୧୫ କୋଟି ଟଙ୍କା ରାଜସ୍ୱ ବ୍ୟୟ ଭିତ୍ତିରେ ମଗା ଯାଇଛି। ସୂଚନା ଅନୁସାରେ, ଚନ୍ଦ୍ରଯାନ-୩କୁ ୨୦୨୦ ନଭେମ୍ବରରେ ଉତ୍‌କ୍ଷେପଣ କରିବାକୁ ଇସ୍ରୋ ଯୋଜନା କରିଛି।

ପଢନ୍ତୁ: ଚାଲିଗଲେ ହିପ-ହପ୍‌ ଷ୍ଟାର Juice Wrld

ସମ୍ବନ୍ଧିତ ଖବର

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Ratnamani Maharana

ଆମ୍ବୁଲାନ୍ସ ପାଇଁ ଅଟକିଗଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

Ratnamani Maharana

ଶିଶୁଭବନରେ ଭର୍ତ୍ତି ହେଲା ତୃତୀୟ ବିରଳ ନବଜାତ ଶିଶୁପୁତ୍ର

Ratnamani Maharana

ଲାଇଫ ଲାଇନ୍ ପାଇଲେ ନିର୍ଭୟା ଦୋଷୀ, ଘୁଞ୍ଚିଲା ଫାଶୀ ତାରିଖ

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ପୋରକ ପ୍ରସ୍ତୁତି ପାଇଁ ଆମାଜନରୁ କିଣା ଯାଇଥିଲା ରାସାୟନିକ

Ratnamani Maharana