Entertainment

ଏଥର ଦଶହରାରେ ପ୍ରେକ୍ଷାଳୟକୁ ଆସୁଛି ‘ମିଷ୍ଟର ମଜନୁ’

Untitled 1

ଏଥର ପୂଜା ଆମର ବୋଲି ଘୋଷଣା କରିସାରେଲାଣି ମିଷ୍ଟର ମଜନୁ  ଟିମ୍‌। ଦଶହରାରେ ସବୁଥର ପରି ଏଥର ବି ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରୁଛି ନୂଆ ଓଡିଆ ଚଳଚ୍ଚିତ୍ର ‘ମିଷ୍ଟର ମଜ୍‌ନୁ’। ଏଥିରେ ମୁଖ୍ୟ ଭୂମିକାରେ ଅଭନୟ କରୁଛନ୍ତି ବାବୁସାନ୍‌, ଶୀତଲ୍, ସୁର୍ଯ୍ୟମୟୀ ଏବଂ ଦିବ୍ୟା। ଫିଲ୍ମରେ ୩ ଜଣ ନାୟିକା ଥିବାବେଳେ ଜଣେ ନାୟକ ରହିଛନ୍ତ।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏଥର ମଧ୍ୟ ନିର୍ଦ୍ଦେଶକ ଅଶୋକ ପତି  ଫିଲ୍ମରେ ବାବୁସାନ୍‌ଙ୍କ ନାଁ ସଞ୍ଜୁ ରଖିଛନ୍ତି। ଏହି ଫିଲ୍ମକୁ ମିଶାଇ ୧୦ଟି ଫିଲ୍ମରେ ବାବୁସାନ୍‌ ସଞ୍ଜୁ ଚରିତ୍ରରେ ଅଭିନୟ କରିସାରିଲେଣି। ଏଥିସହ ପ୍ରଥମ ଥର ପାଇଁ ଫିଲ୍ମରେ ବାବୁସାନ୍‌ଙ୍କ ୬ ପ୍ୟାକ୍‌ ବଡି ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି।

ପଢନ୍ତୁ: ୩୧ ବର୍ଷ ପରେ ଫେରୁଛି ମହେଶ୍ଵେତାଙ୍କ ଅଭିନୀତ ‘ଲାଲ୍‌ପାନ୍‌ ବିବି’

Related posts

ନିର୍ମାଣ ହେବ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ

ENO Beuro

‘ମଣିକର୍ଣ୍ଣିକା’ର ରିଲିଜକୁ ବମ୍ବେ ହାଇକୋର୍ଟଙ୍କ ସବୁଜ ସଙ୍କେତ

ENO Beuro

ରିଲିଜ ହେଲା କୁନି ଝିଅ ପୂର୍ବୀ ପ୍ରଧାନଙ୍କ କଣ୍ଠରେ ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

Ratnamani Moharana

Leave a Comment