27 C
Bhubaneswar
October 26, 2020
EnewsOdia.Com
ନ୍ୟୁଜ୍

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର

ଆସିଲା ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏସି ବସ ଭଡାରେ କରାଗଲା ଦୁଇ ପ୍ରତିଶତ ରିହାତି । ଯାହା କି ମୂଳ ଭଡାରୁ ୩୮ପ୍ରତିଶତ କମା ଯାଇଛି । ଏହି ରିହାତିଟି ଡିସେମ୍ବର ୧ରୁ ଲାଗୁ କରାଯିବା ସହ ଆସନ୍ତା ୨ମାସ ପାଇଁ ବସ ଭଡାରେ ରିହାତି କରିଛି କ୍ୟାପିଟାଲ ରିଜିନ ଟ୍ରାନ୍ସପୋର୍ଟ । ଏହି ରିହାତିଟି ଡିସେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ।

ଆଗରୁ ପ୍ରତି ୨କିଲୋମିଟର ଦର ୮ଟଙ୍କା ଥିବା ବେଳେ ଏହି ରିହାତି ଫଳରେ ଏହା ୫ଟଙ୍କାକୁ ଖସିଛି । ଖାଲି ସେତି କି ନୁହେଁ ସର୍ବାଧିକ ୧୦୦ଟଙ୍କା ପରିବର୍ତ୍ତେ ୭୦ଟଙ୍କା ରଖାଯାଇଛି । ସେହିପରି ଯାତ୍ରୀ ଓ ଗାଇଡ ମାନଙ୍କ ମଧ୍ୟରେ ଖୁଚୁରା ଟଙ୍କା ନେଇ ହେଉଥିବା ଅସୁବିଧାକୂ ଦୃଷ୍ଟିରେ ରଖି ୫ ବିକଳ୍ପ ବ୍ୟବସ୍ଥା ଲାଗୁ କରାଯିବ ବୋଲି କ୍ୟାପିଟାଲ ରିଜିନ ଟ୍ରାନ୍ସପୋର୍ଟ (କ୍ରୁଟ) ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।

ପଢନ୍ତୁ: ଶ୍ରୀମନ୍ଦିର ୱାଚ୍‌ ଟାୱାର୍‌ରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ବିଦେଶିନୀ

Related posts

‘ଧାନ ବିଲ ଖସ ଖସ’ ଗୀତର ତାଳେ ତାଳେ ନାଚିଲେ ପ୍ରମିଳା

Ratnamani Maharana

ଅଯୋଧ୍ୟା ଦୀପୋତ୍ସବ ୨୦୧୯ ପାଇଁ ଆଲୋକିତ ହେବ ୮ ହଜାର ଘର

Ratnamani Maharana

ଓଡ଼ିଆ ଯୁବକଙ୍କୁ ବାହା ହେବେ ଅଭିନେତ୍ରୀ ଝିଲିକ୍‌, ନାଁକୁ ନେଇ ସସ୍‌ପେନ୍ସ

Ratnamani Maharana

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More