• Home
  • Featured
  • ମୋବାଇଲ ନମ୍ବରର ପରିବର୍ତ୍ତନ: ୧୦ଅଙ୍କ ପରିବର୍ତ୍ତେ ହେବ ୧୩ଅଙ୍କ
Featured

ମୋବାଇଲ ନମ୍ବରର ପରିବର୍ତ୍ତନ: ୧୦ଅଙ୍କ ପରିବର୍ତ୍ତେ ହେବ ୧୩ଅଙ୍କ

ଜୁଲାଇରୁ ମିଳିବ ୧୩ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର

ସମସ୍ତ ରାଜ୍ୟକୁ କେନ୍ଦ୍ରିିୟ ସଂଚାର ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ଆଗାମୀ ଜୁଲାଇ ୨୦୧୮ ପରେ ୧୩ ଅଙ୍କ ବିଶିଷ୍ଟ ନୂଆ ମୋବାଇଲ ନମ୍ବର ମିଳିବ । ଏଥିପାଇଁ ବିଏସଏନଏଲ ପ୍ରସ୍ତୁତି ଆରମ୍ଭ କରିଛି।

ସୂଚନା ଅନୁଯାୟୀ ଏଣିକି ମୋବାଇଲ ନମ୍ବର ପରିବର୍ତ୍ତନ ହୋଇଯିବ। ୧୦ଅଙ୍କ ପରିବର୍ତ୍ତେ ୧୩ଅଙ୍କ ହେବ। ଗତ କିଛିଦିନ ହେବ ଦିଲ୍ଲୀରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଭାରତ ସଞ୍ଚାର ନିଗମ ଲିମିଟେଡ ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ପ୍ରୋସେସ୍‌କୁ ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ନମ୍ବରରେ ପୁରା କରାଯିବ। ଏହି ଯୋଜନାର କାମ ଜୁଲାଇ ୧ରୁ ଆରମ୍ଭ ହୋଇଯିବ।

ଏବେ ଯାଏ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ଏହା କିପରି ୧୦ ଅଙ୍କରୁ ୧୩ ଅଙ୍କକୁ ଅପଡ଼େଟ୍ କରାଯିବ।କିନ୍ତୁ ସମସ୍ତ ମୋବାଇଲ ହ୍ୟାଣ୍ଡସେଟ୍ ତିଆରି କରୁଥିବା କମ୍ପାନୀ ପ୍ରସ୍ତୁତି ଆରମ୍ଭ କଲେଣି।

ମୋବାଇଲ ନମ୍ବରର ପରିବର୍ତ୍ତନ: ୧୦ଅଙ୍କ ପରିବର୍ତ୍ତେ ହେବ ୧୩ଅଙ୍କ mobile no

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ ରାଶି ଅନୁଯାୟୀ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ହୁଏ ଜାଣନ୍ତୁ

Related posts

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

Krishna Kumar Manoj

ସବୁଜ ପରିବା ଲାଉ ର କିଛି ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ନଜର ପକାଇବା

Krishna Kumar Manoj

Mahashivratri, The Holy Festival And Its Celebration

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More