News

ସିସିଟିଭିରେ କଏଦ୍‌ ହେଲା ମୋବାଇଲ ବିସ୍ଫୋରଣ ଘଟଣା: ହୋଟେଲରେ ଖାଉଥିବା ବେଳେ ଫାଟିଲା ସ୍ମାର୍ଟଫୋନ୍‌

ଫାଟିଲା ସ୍ମାର୍ଟଫୋନ୍‌

ମୋବାଇଲ ବିସ୍ଫୋରଣ ଘଟଣା ଏହା ଏବେ ସମସ୍ତଙ୍କୁ ଚକିତ କରିସାରିଲାଣି। ଏକ ଅବାଭିନୀୟ ଘଟଣା ଘଟିଛି ମୁମ୍ବାଇ ସହରରେ। ଜଣେ ବ୍ୟକ୍ତି ଏକ ହୋଟେଲରେ ବସି ଖାଉଥିବା ସମୟରେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନଟି ଫାଟିଥିଲା। ଏହି ଘଟଣାଟି ସିସିଟିଭିରେ କଏଦ୍‌ ହୋଇଥିଲେ। ମୋବାଇଲ ଫାଟିବା ପରେ ହୋଟେଲଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା।

ଏହି ବିସ୍ଫୋରଣରେ ବ୍ୟକ୍ତି ଜଣଙ୍କ ସାମାନ୍ୟ ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ମୋବାଇଲ ଫାଟିବା ଏହା ପ୍ରଥମ ଘଟଣା ନୁହେଁ। ଆମ ଓଡିଶାରେ ଅନେକ ମୋବାଇଲ ବ୍ଲାଷ୍ଟ ଘଟଣା ଘଟୁଛି। ନିକଟରେ ଜଣେ ୧୮ ବର୍ଷୀୟ ଝିଅ ଫୋନ୍ ଚାର୍ଜରେ ଲଗାଇ କଥା ହେଉଥିଲା ବେଳେ ଫୋନଟି ଫାଟିଥିଲା। ଏଥିରେ ଝିଅଟି ଅବସ୍ଥା ବହୁତ ଗୁରୁତର ହୋଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପଢନ୍ତୁ; ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

Related posts

ମୃତ୍ୟୁର ଖେଳ ବ୍ଲୁହ୍ୱେଲ ଏକ ଜାତୀୟ ସମସ୍ୟା – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

ENO Beuro

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ENO Beuro

1 comment

Leave a Comment