LIFESTYLE

ଆପଣ ଜାଣନ୍ତି କି ? ଗର୍ଭାବସ୍ଥାରେ ମୋବାଇଲ ଫୋନ୍ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ । ଜାଣନ୍ତୁ ଏହାର କାରଣ

ମୋବାଇଲ ଫୋନ୍ ବ୍ୟବହାର କରିବା ବର୍ତ୍ତମାନ ସମସ୍ତଙ୍କ ଜୀବନର ଏକ ପ୍ରତ୍ୟକ୍ଷ ଅଙ୍ଗ ପାଲଟି ଯାଇଛି, ଏକଥା ସମସ୍ତେ ଜାଣନ୍ତି  । କିନ୍ତୁ ଗର୍ଭାବସ୍ଥା ସମୟରେ  ମୋବାଇଲ ଫୋନ୍ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ ଅଟେ । କାରଣ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଜନ୍ମିତ ପିଲା ଉପରେ ପଡିଥାଏ ।

ଜନ୍ମ ହେବାପରେ ସେହି ଶିଶୁ  ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହେବା ବିଶେଷ ଭାବେ ଦେଖାଦେଇଥାଏ । ଆମେରିକାର ବୈଜ୍ଞାନିକମାନେ ୧୩ରୁ ଅଧିକ ଶିଶୁଙ୍କୁ  ନେଇ କରିଥିବା ପରୀକ୍ଷାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଯଦି କୌଣସି ଗର୍ଭବତୀ ମହିଳା ଦିନକୁ ୨ କିମ୍ବା ୩ ଥର ମୋବାଇଲ ଫୋନ ବ୍ୟବହାର କରିଥାନ୍ତି ତେବେ ଏଥିରେ ଶିଶୁର କ୍ଷତି ହୋଇଥାଏ। ଏହା ଦ୍ଵାରା ଶିଶୁର ଚାଲିଚଳନି, ବ୍ୟବହାର, ସମ୍ପର୍କ ଓ ଭାବନା ଉପରେ  ବିଶେଷ ପ୍ରଭାବ ପଡିଥାଏ।

ଯଦି ୭ବର୍ଷ ପୂର୍ବରୁ ଶିଶୁ ମୋବାଇଲ ଫୋନ୍ ବ୍ୟବହାର କରେ ତେବେ ଏହି ସମସ୍ୟା ଆହୁରି  ଜଟିଳ ହୋଇଯାଏ । ଏହି ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ , ମୋବାଇଲ ଫୋନ ଯେ କେବଳ ଗର୍ଭବତୀ ମହିଳାମାନଙ୍କର କ୍ଷତିକାରକ ବରଂ ଶିଶୁମାନଙ୍କ ପାଇଁ ମଧ୍ୟ ବିପଦଜ୍ଜନକ ଅଟେ ।

ଗର୍ଭାବସ୍ଥା ସମୟରେ ଯଦି ଆପଣ ମୋବାଇଲ ବ୍ୟବହାର ଫୋନ କରୁଛନ୍ତି ତାହାଲେ ଏହାର ପ୍ରଭାବ ଶିଶୁର ସ୍ଵାସ୍ଥ ଉପରେ ପ୍ରଭାବ ପକେଇଥାଏ । ଜନ୍ମ ହେବାପୂର୍ବରୁ ଏହା ଶିଶୁର ଦିମଗ ଏବଂ କ୍ଷମତା ଉପରେ ନକରାତ୍ମକ ପ୍ରଭାବ ପକେଇଥାଏ ।

ପଢନ୍ତୁ ;

ପାରାଲିସିସ ରୋଗରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ମେହେନ୍ଦୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

କେତେକ ଝିଅମାନେ ତାଙ୍କ ଠାରୁ କମ ପାଠ ପଢିଥିବା ପୁଅଙ୍କୁ ବିବାହ କରିବାକୁ ଚାହିଁଥାନ୍ତି ! ଜାଣନ୍ତୁ ଏହାର କାରଣ କଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More