Entertainment

ଏପ୍ରିଲ ୧୨ରେ ରିଲିଜ୍‌ ହେବ ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’

modi

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଓମଙ୍ଗ କୁମାର ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏପ୍ରିଲ ମାସ ୧୨ ତାରିଖରେ ମୁକ୍ତିଲାଭ କରିବ। ଫିଲ୍ମରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବାଠୁ ଆରମ୍ଭ କରି ୨୦୧୪ ସାଧାରଣ ନିର୍ବାଚନରେ ଐତିହାସିକ ଜିତ୍‌ ଓ ଶେଷରେ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏଁ ସଫର ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ବିବେକ ଓବରୋଏ  ଏହି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନରେନ୍ଦ୍ର ମୋଦୀଙ୍କ ରୋଲରେ ବିବେକଙ୍କୁ ଦେଖିବାକୁ ମିଳିବ। ଏହା ସହ ସିନେମାରେ ଦର୍ଶନ କୁମାର, ବୋମନ ଇରାନୀ, ମନୋଜ ଯୋଶୀ, ଜରିନା ୱହାବ, ବରଖା ବିସ୍ତ ସେନଗୁପ୍ତା ମଧ୍ୟ ଅଭିନୟ କରିଛନ୍ତି।

ଫିଲ୍ମର ସଫଳତାକୁ ନେଇ ପୂରା ଟିମ୍‌ ଆଶାବାଦୀ ଥିବା ବେଳେ ଫିଲ୍ମ ରିଲିଜ୍‌କୁ ଅପେକ୍ଷା।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌

Related posts

‘ଦବଙ୍ଗ ୩’ରେ ସଲମାନଙ୍କ ବିପକ୍ଷରେ ନଜର ଆସିବେ ଏହି ହିରୋଇନ

ENO Beuro

ଉତ୍ତରାଖଣ୍ଡରେ ‘କେଦାରନାଥ’ ବ୍ୟାନ୍‌

ENO Beuro

ଦୀର୍ଘଦିନ ପରେ ପୁଣି ପରଦାରେ ଏକାଠି ନଜର ଆସିବେ ‘ଲୈଲା ଓ ଲୈଲା’ ଯୋଡି

ENO Beuro

Leave a Comment