News

ହର୍ଷିଲରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରାଖଣ୍ଡ ଡେରାଡୁନ୍‌ରେ ଗସ୍ତରେ ଯାଇଛନ୍ତି। ଏହାପରେ ଭାରତ-ଚାଇନା ସୀମାସ୍ଥିତ ହର୍ଷିଲ୍‌ରେ ପହଞ୍ଚି ସେଠାରେ ମୁତୟନ ଥିବା ଯବାନଙ୍କ ସହିତ ୧୧ ହଜାର ଫୁଟ ଉଚ୍ଚରେ ଦିଓ୍ବାଲୀ ପାଳନ କରିଛନ୍ତି। ସେନା ମୁଖ୍ୟ ଓ ଆଇଟିବିପି ଡିଜିଙ୍କ ସହ ଆଲୋଚନା କରିଥିଲେ ମୋଦି । ଯବାନଙ୍କୁ ଦୀପାବଳି ପାଇଁ ମିଠା ଦେବା ସହ ଫଟୋ ଉଠାଇଥିଲେ ।

modi

ଆଜି କେଦାରନାଥ ଗସ୍ତରେ ମଧ୍ୟ ଯାଇଛନ୍ତି ମୋଦି। ଗତ ୬ ମାସ ମଧ୍ୟରେ ମୋଦି ୨ ଥର କେଦାରନାଥ ଗସ୍ତ କରିଛନ୍ତି। କେଦାରନାଥରେ ମୋଦି ପୂଜାର୍ଚ୍ଚନା କରିବା ସହ ସେଠାରେ ମଧ୍ୟ ଦୀପାବଳି ପାଳନ କରିଥିଲେ । ଏହା ସହ ମୋଦି କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ । ୨୦୧୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ କେଦାରନାଥ ଯାଇଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ମୋଦିଙ୍କ ତୃତୀୟ କେଦାରନାଥ ଗସ୍ତ ।

ପଢନ୍ତୁ;  ତେଜପ୍ରତାପ ଯାଦବ ନିଖୋଜ !

Related posts

ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ ବନ୍ଦ,ଜଳସ୍ତର ୬୧୦.୨୭ ଫୁଟ୍‌

ENO Beuro

ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ପାଇଁ ରୋଡ ସୋ

ENO Beuro

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

ENO Beuro

Leave a Comment