News

ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆନିମେଟେଡ୍‌ ତ୍ରିକୋଣାସନ ଭିଡିଓ ଭାଇରାଲ

Yy

ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ । ସାରା ବିଶ୍ଵ ପାଳନ କରିବ ଏହି ଦିବସ। ଯୋଗର ମହତ୍ଵ ଓ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ସଚେତନ କରେଇବାର ଦିନଟି। ଏହି ଦିବସରେ ଭାରତୀୟମାନଙ୍କୁ ପ୍ରେରଣା ଦେବା ଲକ୍ଷ୍ୟରେ ଟୁଇଟରରେ ଏକ ଆନିମେଟେଡ ଯୋଗ ଭିଡିଓ  ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗାସନ ଉପରେ କେତେଗୁଡ଼ିଏ କ୍ଲିପ୍‌ ପୋଷ୍ଟ୍‍ କରିଥିଲେ।

Bh

ମୋଦି ନିଜ ଟୁଇଟରେ ଲେଖିଛନ୍ତିକି, ଜୁନ୍‌ ୨୧ ତାରିଖ ଦିନ ଆମେ ଯୋଗ ଦିବସ ୨୦୧୯ ପାଳିବା। ଯୋଗକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଅନ୍ୟମାନଙ୍କୁ ଯୋଗ କରିବା ନିମନ୍ତେ ପ୍ରେରଣା ଦେବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି। ଯୋଗର ଉପକାରିତା ବ୍ୟାପକ। ଏଇ ପୋଷ୍ଟ୍‍ରେ ତ୍ରିକୋଣାସନ  ଉପରେ ଭିଡିଓଟିଏ ରହିଛି।
ପଢନ୍ତୁ: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ହେଲେ ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର

Related posts

ସଂସଦରେ ମୋଦୀଙ୍କ କୁନି ସାଙ୍ଗ

Ratnamani Moharana

ଭୋଟରଙ୍କ ପାଇଁ ପ୍ରସ୍ତୁତ ହେଲା ୨୬ ଲକ୍ଷ ବୋତଲ କାଳୀ

Ratnamani Moharana

ରାଜ୍ୟରେ ଜାରି ରହିବ କୋହଲା ପାଗ ! କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

Ratnamani Moharana

Leave a Comment