ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଗତ ବର୍ଷକ ଭିତରେ ସର୍ବାଧିକ ମାଡ଼ ଖାଇଛି ରୋଷେଇ ଶାଳ । ଚାଉଳ, ଡାଲି, ଗହମ, ଅଟା, ଚିନିଠୁ ଆରମ୍ଭ କରି ଖାଇବା ତେଲ ଯାଏଁ ସବୁ ଜିନିଷର ଦରଦାମ ଆକାଶଛୁଆଁ ହୋଇଛି ।
ଆଉ ମାତ୍ର ୪ ଦିନ ପରେ ଆସିବ କେନ୍ଦ୍ର ବଜେଟ୍ । ପେଡି ଖୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ କଣ କରିବେ ସ୍ୱତନ୍ତ୍ର ବ୍ୟବସ୍ଥା, ଏବେ ତା ଉପରେ ସାରା ଦେଶର ନଜର । କାହିଁକି ନା ଖାଦ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ଗରିବ ନୟାନ୍ତ ହୋଇଥିବା ବେଳେ ରୋଷେଇ ଗ୍ୟାସ୍ର ଦରକୁ ନେଇ ଅତିଷ୍ଠ ଗୃହିଣୀ । ଏଣେ ନିଯୁକ୍ତି ଆଶାରେ ଅନାଇ ରହିଛନ୍ତି ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ । ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଚାଷୀ, ପଛୁଆବର୍ଗ ଓ ନିମ୍ନମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବା ଆଶା ରହିଛି । ଦରଦାମ ହ୍ରାସ । କଷ୍ଟୋପାର୍ଜିତ ଆୟ ଉପରେ ଟିକସ ରିହାତି । ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବୟସ୍କଙ୍କ ଲାଗି ସାମାଜିକ ସୁରକ୍ଷା । ଏଥର ସାଧାରଣ ବଜେଟ୍ରୁ କଣ ଆଶା କରୁଛନ୍ତି ସାଧାରଣ ଜନତ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ନେଇଛନ୍ତି କି କି ପଦକ୍ଷେପ, ଏବେ ତାଉପରେ କେନ୍ଦ୍ରୀଭୂତ ହୋଇଛି ଦେଶବାସୀଙ୍କ ନଜର ।
ଗତ ବର୍ଷକ ଭିତରେ ସର୍ବାଧିକ ମାଡ଼ ଖାଇଛି ରୋଷେଇ ଶାଳ । ଚାଉଳ, ଡାଲି, ଗହମ, ଅଟା, ଚିନିଠୁ ଆରମ୍ଭ କରି ଖାଇବା ତେଲ ଯାଏଁ ସବୁ ଜିନିଷର ଦରଦାମ ଆକାଶଛୁଆଁ ହୋଇଛି । ଏମିତିକି ଏଲ୍ପିଜି ଦାମ୍ ବି ହଜାରେ ଟପି ୧୧ ଶହ ଛୁଇଁଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ରେ ରୋଷେଇ ଘର ବୋଝ ହାଲୁକା କରିବା ନେଇ ଅର୍ଥମନ୍ତ୍ରୀ ସୀତାରମଣ କିଛି ଘୋଷଣା କରିବେ ବୋଲି ଅନେଇ ରହିଛନ୍ତି ଗୃହିଣୀ । ପାଠ ପଢୁଥିବା ପିଲା ଶିକ୍ଷା ଋଣରେ ସୁଧ ରିହାତି ଚାହୁଁଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସୀତାରମଣ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ।
ମହଙ୍ଗା ମାଡ଼ ବାଧୁଥିବାରୁ ଆୟକର ଛାଡ଼ ସୀମା ବଢିବ ବୋଲି ମଧ୍ୟବିତ୍ତଙ୍କ ଆଶା ରହିଥିବା ବେଳେ ସର୍ବନିମ୍ନ ପେନ୍ସନ୍ ରାଶି ପରିମାଣ ବୃଦ୍ଧି ସହ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଔଷଧ ଆଦି ଉପରେ ସ୍ୱତନ୍ତ୍ର ରିହାତି ଆଶାରେ ଅଛନ୍ତି ବୟସ୍କ ବର୍ଗ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।