POLITICALS

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ(ପିଟିଆଇ) ଦଳର ମୁଖ୍ୟ ତଥା ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କାର ଶପଥ ଗ୍ରହଣ ଉତ୍ସବକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ। ଆସନ୍ତା ୧୧ତାରିଖରେ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଉତ୍ସବକୁ ମୋଦୀଙ୍କ ସହ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପିଟିଆର ମୁଖପାତ୍ର ଫୱଦ ଚୌଧୁରୀ ସୂଚନା ଦେଇଛନ୍ତି।

ଏଥିରେ ବିଭିନ୍ନ ଦେଶର ବଡ ବଡ ନେତାଙ୍କୁ ନିମନ୍ତ୍ରଣ କରିବାକୁ ନେଇ ବିଚାର ଆଲୋଚନା ଚାଲିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୋମବାର ମୋଦି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବିଜୟକୁ ନେଇ ଟେଲିଫୋନ୍‌ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ imran modi

ପଢନ୍ତୁ; ମହିଳା ହକି ବିଶ୍ୱକପ୍‌:୪୦ ବର୍ଷ ପରେ କ୍ୱାର୍ଟରରେ ଭାରତ

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ENO Beuro

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

ENO Beuro

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More