News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୀରୁ ପାର୍ଥୀ ହେଇପାରନ୍ତି: ଅରୁଣ ସିଂ

narendramodi

ନିର୍ବାଚନ ଯେତେ ନିକଟତର ହେଇଯାଉଛି ପାର୍ଥୀଙ୍କ ତାଲିକାକୁ ନେଇ ସେତେ ପ୍ରତିଦ୍ୱନ୍ଦିତା ଲାଗି ରହିଛି। ପୂର୍ବରୁ ବିଜେପି ଦଳରୁ ଶୁଣିବାକୁ ମିଳିଥିଲା ନରେନ୍ଦ୍ରମୋଦି ପୁରୀରୁ  ପାର୍ଥୀ ହୋଇପାରନ୍ତି। ତେବେ ନିକଟରେ ଓଡିଶା ଗ୍ରସ୍ତରେ ଆସିଥିବା ଶ୍ରୀ ସିଂ   ସାମ୍ବାଦିକମାନଙ୍କୁ କହିଛନ୍ତିକି ଓଡିଶାରେ ୧୯ ବର୍ଷର କ୍ଷମତା ସୁଖ  ବିଜେଡ଼ି ଠାରୁ ବିଜେପି ଛଡେଇନେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପୁରୀରୁ ପାର୍ଥୀ ହେବେ ବୋଲି ଶ୍ରୀ ସିଂ କହିଛନ୍ତି। ଏ ନିଷ୍ପତି ନିଜେ ମୋଦୀ ଓ ବିଜେପିର ସଂସଦୀୟ ଦଳ ନେବ ।

Arun Singh
ArunSingh

ବିଜେପି ଉଭୟ କେନ୍ଦ୍ର ଓ ଓଡିଶାରେ  ସରକାର ଗଢିବ କାରଣ ଓଡିଶାରେ ବିଜେପିର ଲୋକପ୍ରିୟତା ବଢି ବଢି ଚାଲିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରି ଶ୍ରୀ ଅରୁଣ ସିଂ।

ପଢନ୍ତୁ: ପୁରୀରୁ ପୁଣି ଉଦ୍ଧାର ହେଲା ବିଶାଳକାୟ ‘ତିମି’ର ମୃତଦେହ

Related posts

ଜଳୁଛି ଓଡିଶା: ୧୮ରେ ଡେଇଁବ ସୀମା

Ratnamani Moharana

ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ENO Beuro

ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା : ଜଗନ୍ନାଥଙ୍କ ଖାତାକୁ ଫେରିଲା ୧୦.୧୭ ଏକର

ENO Beuro

Leave a Comment