Entertainment

ମୋଦିଙ୍କୁ ଦେଖାକଲେ ବଲିଉଡର ଷ୍ଟାର୍ସ,ଭାଇରାଲ୍ ହେଉଛି ଫୋଟୋ

ବଲିଉଡର ବିଭିନ୍ନ ବଡ ବଡ କଳାକାରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ପରିସରରେ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ପହଂଚିଥିଲେ ଆଲିଆ ଭଟ୍ଟ,ରଣବୀର ସିଂହ,ରଣବୀର କପୁର, କରଣ ଜୋହର, ରୋହିତ୍ ସେଟ୍ଟୀ, ବରୁଣ ଧୱନ, ସିଦ୍ଧାର୍ଥ ମଲହୋତ୍ରା, ରାଜକୁମାର ରାଓ,ବିକି କୌଶଲ, ଭୂମି ପେଡ୍ନେକର ଏବଂ ଏକତା କପୁରଙ୍କ ଭଳି ଅନେକ ଷ୍ଟାର୍ । ଦେଶ ତଥା ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରିବା ପାଇଁ ଏହି ଷ୍ଟାର୍ ମାନଙ୍କୁ ନିମନ୍ତ୍ରଣ କରିଥିଲେ ମୋଦି।

modi

ତେବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବଲିଉଡର ଯୁବ ତାରକାମାନେ ଏକ ସେଲ୍ଫି ନେଇଥିଲେ। ଏହି ସେଲ୍ଫି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ପଢନ୍ତୁ; ଆଜିଠୁ ଆରମ୍ଭ ବରଗଡ଼ ଧନୁଯାତ୍ରା

Related posts

ଆଜି ବାରବାଟୀ ଷ୍ଟାଡିୟମ ଆସିବେ ବଲିଉଡ ଟାଇଗର

ENO Beuro

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

ENO Beuro

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More