27 C
Bhubaneswar
May 5, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି, Setting a great example Chief Minister । ଅର୍ଥାତ ମୁଖ୍ୟମନ୍ତ୍ରୀ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ଆଶାବ୍ୟକ୍ତ କରିଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ଅନ୍ୟମାନେ ନବୀନଙ୍କୁ ଅନୁସରଣ କରିବେ । ସେଭଳି କଲେ କୋଭିଡ୍‌-୧୯କୁ ପ୍ରତିହତ କରାଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ରାଜ୍ୟ ସରକାରଙ୍କ COVID-19 ପୋର୍ଟାଲରେ ନିଜ ଉଭଣୀ ଗୀତା ମେହେଟ୍ଟାଙ୍କ ବିଦେଶ ଗସ୍ତ ସମ୍ପର୍କରେ ପଞ୍ଜିକରଣ କରାଇଥିଲେ ନବୀନ । ଏହାସହ ସେ ଅନ୍ୟ ବିଦେଶ ଫେରନ୍ତାଙ୍କୁ ବି ରେଜିଷ୍ଟ୍ରେସନ୍‌ କରିବାକୁ ନିବେଦନ କରିଥିଲେ ନବୀନ । ଏଭଳି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ତାରିଫ କରିଛନ୍ତି ।

ପଢନ୍ତୁ: ଆମକୁ ଆଉ ୧୫୫ ଦିନ ଯୁଦ୍ଧ କରିବାକୁ ପଡିବ: ସୁବ୍ରତ ବାଗଚୀ

 

 

Related posts

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

Ratnamani Maharana

ତିହାର ଜେଲ୍‌ରେ ଜଲ୍ଲାଦ ପୱନ କୁମାର

Ratnamani Maharana

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More