News

ଟୁଇଟରରେ ନିଜ ନାମରୁ ‘ଚୌକିଦାର’ ହଟାଇଲେ ମୋଦି

Mn

ଲୋକସଭା ନିର୍ବାଚନରେ ଭଜପାର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାଙ୍କ ଟୁଇଟର ନେମରୁ ଚୌକିଦାର ହଟେଇ ଦେଇଛନ୍ତି। ଚୌକିଦାର ତାଙ୍କ ପାଇଁ ଏକ ଅବିଚ୍ଛେଦ ଅଙ୍ଗ ହୋଇରହିବ ବୋଲି ସେ କହିଛନ୍ତି। ବିରୋଧୀଙ୍କ ଚୌକିଦାର ଚୋର ହୈ’  ସ୍ଲୋଗାନର ପାଲଟା ଜବାବ ଦେଇ ମାର୍ଚ୍ଚରେ ବିଜେପି ମେ ଭି ଚୌକିଦାର ହୁଁ’ ଅଭିଯାନ ଆରମ୍ଭ କରିଥିଲା। ଦଳର ସମସ୍ତ ନେତା ଓ ଜଣ ସାଧାର ନିଜ ନା ସହ ଚୌକିଦାର’ ଯୋଡିଥିଲେ।

Images
Images

ବିଜେପି ନେତୃତାଧୀନ ଏନଡିଏକୁ ୩୫୦ରୁ ଊର୍ଦ୍ଧ୍ବ ଆସନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟର ଆକାଉଣ୍ଟରେ ନିଜର ନାମ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ହଟାଇବା ସହ ଲେଖିଛନ୍ତି, ଚୌକିଦାର   ଭାବନାକୁ ଆଗାମୀ ସ୍ତରକୁ ନିଆଯିବା ଦରକାର। ଏହି ଇଚ୍ଛାଶକ୍ତିକୁ ମନରେ ରଖି କାର୍ଯ୍ୟ କରିବା ଦରକାର। ଚୌକିଦାର ଶବ୍ଦ ମୁଁ ମୋ ଟୁଇଟର ଆକାଉଣ୍ଟରୁ ହଟାଇଛି ସତ, କିନ୍ତୁ ଏହି ଶବ୍ଦ ମୋ ଅଭିନ୍ନ ଅଙ୍ଗ।

ପଢନ୍ତୁ: ପିସିସି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

Related posts

ଭାରତରେ ଆଉ ଚାଲିବନି ‘ଟିକ୍‌ଟକ୍‌’

Ratnamani Moharana

କିଛି ସମୟରେ ପରେ ଆସିବ ଫଳ ,କଣ ହେବ ଓଡିଶାର ଭବିଷ୍ୟତ ?

Ratnamani Moharana

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

ENO Beuro

Leave a Comment