POLITICALS

ବିରୋଧୀଙ୍କୁ ମୋଦୀଙ୍କ ପରାମର୍ଶ : ରାଜନୀତି ପାଇଁ ଦେଶକୁ ଦୁର୍ବଳ କରନି

modi

 

ତାମିଲନାଡୁଠାରେ ଆୟୋଜିତ ଏକଜନସଭାକୁ ସମ୍ବୋଧିତ କରି  ରାଜନୀତି ପାଇଁ ଦେଶକୁ ଦୁର୍ବଳ କରନି ବୋଲି କହିଲେ ମୋଦୀ । ଆପଣମାନଙ୍କ ରାଜନୀତି ଦେଶକୁ ଦୁର୍ବଳ କରିଦଉଛି। ପ୍ରଥମେ ଆମେ ଭାରତୀୟ ତାପରେ ରାଜନୈତିକ ଦଳ। ଦେଶବିନା ଦଳର ମାନେ କିଛିନାହିଁ ବୋଲି କହିଲେ। ଆପଣଙ୍କ ରାଜନୀତି ଅପେକ୍ଷା କରିପାରିବ ମାତ୍ର ଦେଶ ନୁହେଁ।

ପୁଲୱାମା ଆକ୍ରମଣକଲେ ଆତଙ୍କବାଦୀ ଆମର ଜବାନମାନେ କଣ କଲେ ତାହା ସମସ୍ତେ ଦେଖିଲେ। ପାକିସ୍ତାନରେ ଥିବା ଆତଙ୍କି ଆଡ୍ଡା ଉପରେ ବିମାନ ଆକ୍ରମଣପରେ ମୋଦୀ କହିଲେ ଯେ ଦୁଇଦିନ ତଳେ ବାୟୁସେନା ତାର ବଳ ପ୍ରୟୋଗ କରିଛି। କିନ୍ତୁ ବିରୋଧୀ ଶକ୍ତି ଦ୍ଵାରା ପରିଚାଳିତ କିଛି ରାଜନୈତିକ ଦଳ ଭାରତ କୁ ଘୃଣା କରୁଛନ୍ତି। ସେଠାରେ ପର୍ବତିପୁରମ ଓ ମାର୍ଥନ୍ଦମ ଠାରେ 2ଟି ଲୌହ ବ୍ରିଜର ଶୁଭାରମ୍ଭ କରିଥିଲେ। ଏଥିସହିତ କେତେକ ଜାତୀୟ ପ୍ରକଳ୍ପର ୪ଲେନ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ।
ପଢନ୍ତୁ; ଏଲଓସିରେ ଗୋଳା ବର୍ଷଣ : ପାକିସ୍ତାନର ଆକ୍ରମଣ ପ୍ରକିୟା ଜାରି

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ENO Beuro

ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

Ratnamani Moharana

ମହାପ୍ରଭୁଙ୍କୁ ଦର୍ଶନ କଲେ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ

Ratnamani Moharana

Leave a Comment