News

ରାଜ୍ୟର ବନ୍ୟା ପରିସ୍ଥିତି ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

narendra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର କେତେକ ଭାଗରେ ଉତ୍ପନ୍ନ ବନ୍ୟା ପରିସ୍ଥିତି ନେଇ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ଏଚଡ଼ି କୁମାରସ୍ଵାମୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

narendra

“କର୍ଣ୍ଣାଟକର କେତେକ ଭାଗରେ ବନ୍ୟା ପରିସ୍ଥିତି ନେଇ ସେଠାକାର ମୁଖ୍ୟମନ୍ତ୍ରୀ ଶ୍ରୀ ଏଚଡ଼ି କୁମାରସ୍ଵାମୀଙ୍କ ସହିତ ମୁଁ କଥାବାର୍ତ୍ତା କରିଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ କେନ୍ଦ୍ର ସମସ୍ତ ପ୍ରକାର ସମ୍ଭବ ସହାୟତା ଦେବ ବୋଲି କହିଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ମୁଁ ପ୍ରାର୍ଥନା କରୁଛି”, ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପଢନ୍ତୁ;ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Related posts

ଲୋୟର ପିଏମଜି ବଦଳରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍

Ratnamani Moharana

ଆଜି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ : ମହୋତ୍ସବ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ENO Beuro

ପୁରୀ ଶ୍ରୀମନ୍ଦିରର ସୁରକ୍ଷା ନେଇ ପୁଣି ଥରେ ଉଠିଲା ପ୍ରଶ୍ନ, ଗର୍ଭଗୃହର ଫଟୋ ଭାଇରାଲ

ENO Beuro

Leave a Comment