EnewsOdia.Com

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

ମହାବଳୀପୁରମ୍‌ ବେଳାଭୂମିରେ ଶନିବାର ପ୍ରାତଃ ଭ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଥିବା ଏକ କବିତାଙ୍କୁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମୋଟ ୮ଟି ପାରାରେ ପ୍ରଧାନମନ୍ତ୍ରୀ ଏହି କବିତା ଲେଖିଛନ୍ତି। ଯାହାର ପ୍ରଥମ ପାରାଟି ଏଭଳି।

ରବିବାର ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ କବିତାଟିକୁ ଟ୍ବିଟ୍‌ କରିବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଦାସ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କବିତା ଏକ ଅଦ୍ଭୁତ ଅଭିବ୍ୟକ୍ତି ଏବଂ ଏହା ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି।

ସୂଚନାଯୋଗ୍ୟ, ଗତକାଲି ମହାବଳୀପୁରମ୍‌ ସମୁଦ୍ର ବେଳାଭୂମିରୁ ଆବର୍ଜନା ସଫା କରି ପ୍ରଧାନମନ୍ତ୍ରୀ ମୋଦୀ ଚର୍ଚ୍ଚାରେ ରହିଥିଲେ।

ପଢନ୍ତୁ: ବଜାରରେ ଏବେ ରସୁଣ ରାଜ୍

ସମ୍ବନ୍ଧିତ ଖବର

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Ratnamani Maharana

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Ratnamani Maharana

ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

Ratnamani Maharana

ଜେମ୍ସ ବଣ୍ଡ ଅବତାରରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

Ratnamani Maharana

ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’, ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା

Ratnamani Maharana

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ

Ratnamani Maharana