POLITICALS

ମୋଦିଙ୍କ ଦୃଢୋକ୍ତି: ନବୀନ ବାବୁ! ଏଥର ଆପଣ ଯାଉଛନ୍ତି

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ  ପାଇଁ ପ୍ରଚାର ଜୋର ଧରିଛି । ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକେନ୍ଦ୍ରାପଡା  ବାରୁଅଠାରେରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ରାଜ୍ୟସରକାର ଓ ନବୀନଙ୍କ ଉପରେ ବର୍ଷିଛନ୍ତି ମୋଦୀ। ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ପ୍ରଚଣ୍ଡ ଆକ୍ରମଣ  କରିଛନ୍ତି। ମୁ ଚାହୁଁଥିଲି ଆପଣ ମର୍ଯ୍ୟାଦା ଜnକ ଭାବେ ଶାସନଗାଦୀରୁ ବିଦା ହୁଅନ୍ତୁ। ହେଲେ ଗତ କିଛି ଦିନ ଭିତରେ ରାଜ୍ୟରେ ଯେପରି ଭାବେ ହିଂସାକାଣ୍ଡ  ଚାଲିଛି, ତାହା ଓଡିଶାର ଲୋକଙ୍କୁ ତତାଇ ସରିଲାଣି।

 

ନବୀନ ବାବୁ! ଆପଣ ଏଥର ଯାଉଛନ୍ତି। ଆପଣଙ୍କ ବିଦାହେବା ନିଶ୍ଚିତ ହୋଇଗଲାଣି। ହାତ ଗଣତି କିଛି ଅଫିସର ଆଉ ଆପଣାକୁ ରକ୍ଷା କରିପାରିବେନି। ଓଡିଶାର ଜନସାଧାରଣ ଏବେ ଆପଙ୍କୁ ବିଦାୟ ଦେବା ମୁଡରେ। ଆପଣ ଏବେ ଓଡିଶା ଶାସନର ଆଶାରେ ରହିବା ମୁସ୍କିଲ ବୋଲି ଦୃଢୋକ୍ତି କଲେ ମୋଦୀ। 

ପଢନ୍ତୁ: କାଲି ଓଡିଶାର ୯ଟି ବୁଥରେ ହେବ ସାନି ମତଦାନ

Related posts

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

ENO Beuro

ବିଜେପି ଛାଡିଲେ ଦିଲ୍ଲୀପ ରାୟ

ENO Beuro

Leave a Comment