EnewsOdia.Com

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଉଦି ଆରବର ଦୁଇ ଦିନିଆ ଗସ୍ତରେ  ଯିବେ । ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ  ସାଉଦି ଆରବର ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ ଓ ଆସନ୍ତା କାଲି ଅର୍ଥାତ  29ରୁ 31 ଅକ୍ଟୋବର ମଧ୍ୟରେ ହେବାକୁ ଥିବା  ତିନି ଦିବସୀୟ କାର୍ଯ୍ୟକ୍ରମରେ ଭାଗ ନେବେ । କାଶ୍ମୀରକୁ ଗ୍ଲୋବାଲ ଇସ୍ୟୁ  କରିବାର ଚେଷ୍ଟା କରୁଥିବା ପାକ୍‌ ଓ ଦେଶରେ ଆର୍ଥିକ ମାନ୍ଦା ପ୍ରଭୃତି ବିଷୟରେ ଆଲୋଚନା କରିବାଥିବାରୁ ମୋଦିଙ୍କ ଏହି  ଯାତ୍ରାକୁ ବହୁ ଗୁରୁତ୍ୱପୂର୍ଣ୍ଣ  କୁହାଯାଉଛି ।

ତେବେ ଆରବ ଗସ୍ତରେ ଯିବା ମୋଦିଙ୍କ ଏହା ଦ୍ୱିତୀୟ ଥର । ସଉଦୀ ଆରବର ରିୟାଦ ସହରରେ ହେବାକୁ ଥିବା ତୃତୀୟ ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିଶିଏଟିଭ (ଏଫଆଇଆଇ) ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ସାଉଦିର ନିତି ନିର୍ମାତାମାନେ ଓ ବିଶ୍ୱର ବ୍ୟାପାରିକ ପ୍ରତିନିଧିମାନଙ୍କ ସାମ୍ନାସାମ୍ନି ହେବ ।

ପଢନ୍ତୁ: ଦୁର୍ନୀତି ବିରୋଧରେ ଶପଥପାଠ, ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

ସମ୍ବନ୍ଧିତ ଖବର

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବୀସ

Ratnamani Maharana

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

Ratnamani Maharana

ହରିୟାଣା ସସ୍‌ପେନ୍ସରେ ପୁର୍ଣ୍ଣଛେଦ୍‌: ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

Ratnamani Maharana

ଦିଲ୍ଲୀର ବସ୍‌ରେ ମହିଳାଙ୍କୁ ମିଳିବ ମାଗଣା ଟିକେଟ

Ratnamani Maharana

ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସମଗ୍ର ବିଶ୍ବ ପାଇଁ ଉଦାହରଣ

Ratnamani Maharana

ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ହେବ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ

Ratnamani Maharana