Loading...

କର୍ମୀଙ୍କ ପାଦ ଛୁଇଁଲେ ମୋଦୀ

କର୍ମୀଙ୍କ ପାଦ ଛୁଇଁଲେ ମୋଦୀ

କର୍ମୀ ହିଁ ଦଳର ଶକ୍ତି । ଏକ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ କର୍ମୀଙ୍କ ପାଦ ଛୁଇଁଲେ ନରେନ୍ଦ୍ର ମୋଦୀ । ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଚକିତ କରିଥିବା ମୋଦୀ ପୁଣି ପ୍ରଶଂସାର ପାତ୍ର ହୋଇଛନ୍ତି ।

କର୍ମୀ ହିଁ ଦଳର ଶକ୍ତି  । ଏକ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ କର୍ମୀଙ୍କ ପାଦ ଛୁଇଁଲେ ନରେନ୍ଦ୍ର ମୋଦୀ । ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଚକିତ କରିଥିବା ମୋଦୀ ପୁଣି ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ଏଜ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନାନୁସାରେ, ରବିବାର ଉତ୍ତରପ୍ରଦେଶର ଜନସଭାରେ ଉନ୍ନାଓ ବିଜେପି ଜିଲ୍ଲା ସଭାପତି ଅବଧେଶ କଟିୟାର ମୋଦୀଙ୍କ ଶ୍ରୀରାମଙ୍କ ଏକ ମୂର୍ତ୍ତି ଉପହାର ଦେଇଥିଲେ । ଏହାପରେ ସେ ମୋଦୀଙ୍କ ପାଦ ସ୍ପର୍ଶ କରିଥିଲେ । ଏହା ଦେଖି ତୁରନ୍ତ ମୋଦୀ ତାଙ୍କୁ ରୋକିଥିଲେ । କିଏ ତାଙ୍କ ପାଦ ସ୍ପର୍ଶ କରୁ ବୋଲି ସେ ଚାହୁଁନଥିବା ମୋଦୀ ଇଶାରାରେ କହିଥିଲେ । ଏହାପରେ ସେ ନିଜେ ଅବଧେଶଙ୍କ ପାଦ ଛୁଇଁଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.