SPORTS

ଧାୱନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା “ତମକୁ ପିଚ ମିସ କରିବ”

Ms

ଆହତ ଅପନର ଶିଖର ଧୱନ  ବିଶ୍ବକପରୁ ଓହରିଯିବା ପରେ ତାଙ୍କୁ ଅନେକ ପୂର୍ବତନ ଖେଳାଳିମାନେ ସମବେତନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏଥିରେ ନିଜକୁ ସାମିଲ କରିଛନ୍ତି। ଧାୱନଙ୍କୁ ସମବେତନା ଜଣାଇ ମୋଦି ଟୁଇଟ କରିଛନ୍ତି। ସେ କହିଛନ୍ତି, ପ୍ରିୟ ଶିଖର ଧୱନ,  ତମକୁ ମିସ କରିବ ଏଥିରେ କୌଣସି ସନ୍ଦେହ ନାହି। ତୁମେ ଶୀଘ୍ର ସୁସ୍ଥ ହୁଅ ବୋଲି ମୁ ଆଶା କରୁଛି। ପୁଣିଥରେ ପଡିଆକୁ ପରତ୍ୟାବର୍ତ୍ତନ କର ଏବଂ ଦେଶକୁ ବିଜୟୀ କରାଅ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ଲିଗରେ ଧାୱନଙ୍କ ବାମହାତ ବୁଢା ଆଙ୍ଗୁଳି ହାଡ ଫାଟି ଯାଇଥିଲା। ଗତକାଲି ସେ ବିଶ୍ବକପରୁ ଓହରିଯିବା ସହ ଦେଶବାସୀଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ।
ପଢନ୍ତୁ: ଡୋପ୍ ଟେଷ୍ଟରେ ବିଫଳ ଓଡ଼ିଆ ୱେଟଲିଫ୍ଟର କେ. ରବିକୁମାର ନିଲମ୍ବିତ

Related posts

ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଘଟଣା: ପାଣ୍ଡ୍ୟା, ରାହୁଲଙ୍କ କ୍ଷମା ପ୍ରାର୍ଥନା

ENO Beuro

ମହିଳା ହକି ବିଶ୍ୱକପ୍‌:୪୦ ବର୍ଷ ପରେ କ୍ୱାର୍ଟରରେ ଭାରତ

ENO Beuro

ପ୍ରଥମ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

ENO Beuro

Leave a Comment