POLITICALS

କେରଳର ଗୁରୁବାୟୁରପ୍ପନ ମନ୍ଦିରରେ ପୂଜା କଲେ ମୋଦି

Untitled 1

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି କେରଳ ଗୁରୁଵାୟୁରପ୍ପନ ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମୋଦି ମନ୍ଦିରର ପାରମ୍ପରିକ ବେଶଭୂଷା ପରିଧାନ କରି ପୂଜା କରିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭିନବ ସଭାରେ ସେ କହିଛନ୍ତି ଯେ, ଗୁଜୁରାଟ ଲୋକଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ସହ ଗଭୀର ସମ୍ପର୍କ ରହିଛି । ଗୁରୁବାୟୁ ସହରରେ ସ୍ଥିତ ଶ୍ରୀକୃଷ୍ଣ ମନ୍ଦିର ପାଖାପାଖି ୫ ହଜାର ବର୍ଷ ପୁରୁଣା ।

Ss 3

ଓଜନ ହୋଇ ପଦ୍ମ ଅର୍ପଣ କଲେ ମୋଦି

ଶନିବାର ସକାଳେ ମୋଦୀ କେରଳର ଅନ୍ୟତମ ପ୍ରସିଦ୍ଧ ଗୁରୁଭାୟୁରରେ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ମନ୍ଦିରର ତୁଲାଭରମ ନୀତି  ଅନୁଯାୟୀ ମୋଦୀ ପ୍ରଥମେ ଏକ ତରାଜୁରେ ନିଜକୁ ଓଜନ କରିଥିଲେ | ସେହି ଓଜନର ପଦ୍ମ ଫୁଲକୁ ମୋଦୀ ଭଗବାନଙ୍କୁ ଅର୍ପଣ କରିଥିଲେ | ଏଥିପାଇଁ ୧୧୨ କିଲୋ ପଦ୍ମଫୁଲର ବ୍ୟବସ୍ଥା କରାଯାଇଥିଲା | ଏହି ରୀତିନୀତି ପାଇଁ ମନ୍ଦିର ପକ୍ଷରୁ ତାମିଲନାଡୁର ନଗରକଏଲରୁ ୧୧୨ କିଲୋଗ୍ରାମ ପଦ୍ମଫୁଲ ଅଣାଯାଇଥିଲା।

Qq

ପଢନ୍ତୁ: କାଲି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

Related posts

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

Ratnamani Moharana

କଂଗ୍ରେସ କଲା ବାଜିମାର, ଚିତ୍ରକୂଟ ବିଧାନସଭା ପରେ ଏବେ ଗୁଜରାଟର ପାଳି

ENO Beuro

୨୭ରେ ବରଗଡ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ 

ENO Beuro

Leave a Comment