EnewsOdia.Com

କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

ବାଂଲାଦେଶରେ କରୋନାଭାଇରସ୍‌ ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଢାକା ଗସ୍ତ ବାତିଲ କରାଯାଇଛି। ବାଂଲାଦେଶର ଜନକ ଶେଖ୍‌ ମୁଜିବୁର୍‌ ରେହମନ୍‌ଙ୍କ ଜନ୍ମଶତବାର୍ଷିକୀ ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ ୧୭ ତାରିଖ ରାଜଧାନୀ ଢାକା ଗସ୍ତରେ ଯାଇଥାଆନ୍ତେ। ବିନା କୌଣସି ଜନସମାଗମରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏହି ଉତ୍ସବର କେବଳ ଉଦ୍‌ଘାଟନ କରିବେ ବୋଲି କୁହାଯାଉଛି। ବାଲାଂଦେଶ ପ୍ରଧାନମନ୍ତ୍ରୀଙ୍କୁ ଶେଖ ହସିନା ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ।

ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ସମାରୋହର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି  ବାଲାଂଦେଶ ଗସ୍ତ କରିଥାନ୍ତେ । ମୋଦି ସେଠାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାଂଲାଦେଶର ନାଗରିକମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା  । ତେବେ ବାଲାଂଦେଶ ନାଗରିକଙ୍କୁ ଭାରତୀୟ ବିବାଦୀୟ ଆଇନ ବୋଲି କୁହାଯାଉଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ମଧ୍ୟ ସମ୍ଭୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା ।

ପଢନ୍ତୁ: ଏଣିକି କଲର ଟ୍ୟୁନରେ ଶୁଭିବ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା

ସମ୍ବନ୍ଧିତ ଖବର

ଭାରତରେ ପହଞ୍ଚିଲା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର ବିଷ୍ଟ୍-୨.୦

Ratnamani Maharana

ଭୁଲରେ ବିମାନକୁ କ୍ଷେପଣାସ୍ତ୍ର ମାରିଥିବା ସ୍ୱୀକାର କଲା ଇରାନ୍

Ratnamani Maharana

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

Ratnamani Maharana

ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

Ratnamani Maharana

ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ପତ୍ତି ସିଲ କରିବା ପୂର୍ବରୁ ଦଙ୍ଗାକାରୀଙ୍କୁ ଆଶ୍ଵସ୍ତି

Ratnamani Maharana

କମ୍ପିବ ବରଗଡ, ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

Ratnamani Maharana