Loading...

ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀରେ ଆଖୁ ଖାଉଛନ୍ତି ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ

ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀରେ ଆଖୁ ଖାଉଛନ୍ତି ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ

ବିଶ୍ବକପ-୨୦୨୩ ପରାସ୍ତ ହେବାପରେ ଇଣ୍ଡିଆ ଟିମର ପ୍ରାୟ ଖେଳାଳି ବାହାରେ ଛୁଟି କାଟୁଛନ୍ତି। ଏଥିମଧ୍ୟରେ ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ ନିଜ ଗାଁର ପାଣିପବନକୁ ଏଞ୍ଜୟ କରୁଛନ୍ତି।

ବିଶ୍ବକପ-୨୦୨୩ ପରାସ୍ତ ହେବାପରେ ଇଣ୍ଡିଆ ଟିମର ପ୍ରାୟ ଖେଳାଳି ବାହାରେ ଛୁଟି କାଟୁଛନ୍ତି। ଏଥିମଧ୍ୟରେ ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀ ନିଜ ଗାଁର ପାଣିପବନକୁ ଏଞ୍ଜୟ କରୁଛନ୍ତି। ମହମ୍ମଦ ଶାମୀଙ୍କର ଏକ ଫଟୋ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ ଶାମି ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀକୁ ଯାଇଛନ୍ତି। ଆଉ ଶାମୀ ସେଠି ଆଖୁ ଖାଇବାର ମଜା ନେଇଛନ୍ତି। ଆଖୁ ଖାଇବା ସହ ଶାମୀଙ୍କ କୁଲ ଏବଂ ରିଲକ୍ସିଂ ଅନ୍ଦାଜ ଭାରି ଭଲ ଲାଗୁଛି। ଶାମୀ କହିଛନ୍ତି ନିଜ ଗାଁର ଆଖୁ କ୍ଷେତରେ ବସି ଆଖୁ ଖାଇବାର ମଜା ଅଲଗା। ଟ୍ବିଟରରେ ଏହି ଫଟୋକୁ ୨ଘଣ୍ଟା ମଧ୍ୟରେ ୬ହଜାରରୁ ଅଧିକ ଲାଇକ ମିଳିଛି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.