News

ଏଥର ବିଳମ୍ବରେ ଆସିବ, କମ ବର୍ଷିବ ମୌସୁମୀ

ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଜୁନ୍‌ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ   ବାୟୁ ଭାରତ ଛୁଇଁବ। ଜୁନ୍‌ ୪ରେ କେରଳ ଛୁଇଁବ। ତେବେ ଗୋଟିଏ ଦୁଇ ଦିନ ଏପାଖ ସେପାଖ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା  ଛୁଇଁଥାଏ। ତାସହ ଏଥର ସ୍ୱାଭାବିକ ଠାରୁ କମ୍‌ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍‌  ପୂର୍ବାନୁମାନ କରିଛି।

ତେବେ ଚଳିତ ବର୍ଷ ମୌସୁମୀ ଦୁର୍ବଳ ରହିପାରେ। ଚଳିତବର୍ଷ ଦେଶରେ ୧୧୦ % ରୁ ଅଧିକ ବର୍ଷା ସମ୍ଭାବନା ଶୂନ ପ୍ରତିଶତ ରହିଛି । ସେହିପରି ସ୍ୱାଭାବିକଠାରୁ ଅଧିକ ଅର୍ଥାତ ୧୦୫ରୁ ୧୧୦ % ବର୍ଷା ସମ୍ଭାବନା ମଧ୍ୟ ଶୂନ ପ୍ରତିଶତ। ସେହିପରି ଚଳିତ ବର୍ଷ ଦେଶରେ ୧୫ % ମରୁଡ଼ି ସମ୍ଭାବନା ରହିଛି । ତେବେ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଭଲ ହେବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ୍‌ ।

ପଢନ୍ତୁ: ଆଜି ପୁରୀରେ ଜଳିବ ଆଲୁଅ !

Related posts

ମହାନଦୀ ଜଳ ବିବାଦ: ଆଲୋଚନା ପାଇଁ ନିର୍ଦ୍ଦେଶ ଦେଲା ଟ୍ରିବୁ୍ୟନାଲ

Ratnamani Moharana

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

ରାଜଧାନୀରେ ଚାଞ୍ଚଲ୍ୟ : ଭିଡିଓ ଭାଇରାଲ କଲେ ମନ୍ଦିର ପୂଜକ

ENO Beuro

1 comment

Leave a Comment