News

ଆଜିଠୁ ସଂସଦର ମୌସୁମୀ ଅଧିବେଶନ:୬୭ ବିଲ୍‌, ୧୯୮ ଘଣ୍ଟାର କାର୍ଯ୍ୟକାଳ

ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍‌ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଆକ୍ରମଣ ଆଦି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଉଦ୍ୟମ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ବିରୋଧୀ।

ମୌସୁମୀ ଅଧିବେଶନରେ ୬ଟି ଛୁଟି ଦିନ ରହିଛି। ଧାର୍ଯ୍ୟ ସମୟ ମଧ୍ୟରେ ସରକାରଙ୍କ ପାଖରେ ଅନୁମୋଦନ ଲାଗି ନିତି ତଲାକ୍‌ ସମେତ ୬୭ଟି ବିଲ୍‌ ରହିଛି। ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। କଂଗ୍ରେସ ମହିଳା ଆରକ୍ଷଣ, ମିଳିତ ହିଂସା, ଏସ୍‌ସି-ଏସ୍‌ଟି ଆକ୍ଟରେ ପରିବର୍ତ୍ତନ, ପେଟ୍ରୋଲ-ଡିଜେଲ ଦର ବୃଦ୍ଦି ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତ ହୋଇଥିବା କୁହାଯାଉଛି।

ପଢନ୍ତୁ;ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ

Related posts

ଆୟକର ରିଟର୍ଣ୍ଣ ର ଆଜି ଶେଷ ଦିବସ – ଗ୍ରାହକ ଅଧ ରାତି ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ କରିପାରିବେ

ENO Beuro

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍

ENO Beuro

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ

ENO Beuro

1 comment

Leave a Comment