VASTU

ଗୃହରେ ବାରମ୍ବାର ଏସବୁ ଅଘଟଣ ଘଟୁଛି କି ? କୌଣସି ବଡ ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

ବେଳେ ବେଳେ ଆମ ସହିତ ଏମିତି ଅଘଟଣ ସବୁ ଘଟିଥାଏ , ଯାହା ଆମ ଭାବନାତ୍ମକ ସୀମା ଠାରୁ ଅନେକ ଦୂରରେ ଥାଏ । ଯାହା ଆମେ କେବେ ସ୍ଵପ୍ନରେ ସୁଧା ଚିନ୍ତା ନ କରି ଥାଉ । ଫଳରେ ଆମେ ବ୍ୟତିବ୍ୟସ୍ତ ଓ ଭୟଭୀତ ହୋଇଯାଉ। ତେବେ ଅଘଟଣ ପୂର୍ବରୁ ଆମକୁ ଅନେକ ସମୟରେ ସଂକେତ ମିଳିଯାଏ ଯାହା ଆମେ ଅନେକ ସମୟରେ ବୁଝି ପାରିନଥାଉ। ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହାକୁ ପଢ଼ି ଆପଣ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ହୋଇଯିବେ :-

  • ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ହଠାତ୍ ଅସୁସ୍ଥ ହୋଇପଡ଼ନ୍ତି କିମ୍ୱା ଦୀର୍ଘ ଦିନ ଧରି ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନଥାଏ ତା’ହେଲେ ଆଗାମୀ ଦିନରେ ଆପଣ କୌଣସି ବିପଦର ସାମ୍ନା କରିପାରନ୍ତି ବୋଲି ଏହା ସଙ୍କେତ ଦେଇଥାଏ।
  • ଘରକୁ ଯେତେ ସଫାସୁତରା ରଖିଲେ ମଇଳା ହୋଇଯାଉଛି କି? ତା’ହେଲେ ଜାଣନ୍ତୁ ଆଗକୁ ଆପଣ କୌଣସି ପ୍ରକାର ବିପଦରେ ପଡ଼ିପାରନ୍ତି।
  • କିଛି କାରଣ ନ ଥାଇ ହଠାତ୍ ଘରର କୌଣସି ମହିଳାଙ୍କ ଗର୍ଭପାତ ହୋଇଗଲେ ଜାଣନ୍ତୁ ଏହା ଆଗକୁ ହେବାକୁ ଥିବା କୌଣସି ଦୁର୍ଘଟଣାର ସଙ୍କେତ।
  • କ୍ଷୀର ଫୁଟିବା ସମୟରେ ବାରମ୍ୱାର ଉତୁରି ତଳେ ପଡ଼ିବା ଓ ଘରେ ଲାଗିଥିବା କାନ୍ଥ ଘଣ୍ଟା ହଠାତ୍ ବନ୍ଦ ହୋଇଯିବା ଆଗକୁ ଆପଣଙ୍କ ଘର ଉପରେ ପଡ଼ିବାକୁ ଥିବା ବିପଦର ସଙ୍କେତ।

ଗୃହରେ ବାରମ୍ବାର ଏସବୁ ଅଘଟଣ ଘଟୁଛି କି କୌଣସି ବଡ ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ  ଗୃହରେ ବାରମ୍ବାର ଏସବୁ ଅଘଟଣ ଘଟୁଛି କି ? କୌଣସି ବଡ ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

ପଢନ୍ତୁ, ୨୨ ନଭେମ୍ବର, ବୁଧୁବାର – ରାଶିଫଳ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

ENO Beuro

ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇବା ପଛରେ ଥିବା ରହସ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା!

ENO Beuro

ଜାଣିରଖନ୍ତୁ ଘରେ ପୂଜା କରିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଉଚିତ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More