News

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ଜବତ ହେଉ ମୋଷ୍ଟ ୱାଣ୍ଟେଡ୍ ଦାଉଦ୍‌ର ସମ୍ପତ୍ତି!

ଜବତ ହେବ ଦାଉଦ୍‌ର ସମ୍ପତ୍ତି

ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସମ୍ପତ୍ତି ଜବତ ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦାଉଦଙ୍କ ସମ୍ପତ୍ତିକୁ ଜବତ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦଙ୍କ ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏ ସମସ୍ତ ସମ୍ପତ୍ତିକୁ ସିଜ୍ କରିବା ପାଇଁ ନୋଟିସ୍ କରିଥିଲେ। ଯାହାକୁ ନେଇ ସବୋର୍ଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଦାଉଦଙ୍କ ପରିବାର। The Smugglers And Foreign Exchange Manipulators ଆଇନ ଆଧାରରେ ଦାଉଦର ସମ୍ପତ୍ତିକୁ ଜବତ କରିବା ପାଇଁ ଟ୍ରିବୁନାଲ ଏବଂ ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ଦିଲ୍ଳୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପଢନ୍ତୁ; ପିସିସିର ନବକଳେବର : ନିରଞ୍ଜନ ପଟ୍ଟନାୟକ ନୂଆ ସଭାପତି!

Related posts

ଜଟଣୀ ଫ୍ଲାଏ ଓଭର ନିର୍ମାଣରୁ ପଣ୍ଡା ଇନଫ୍ର। ବିଦା

ENO Beuro

କେନ୍ଦ୍ରାପଡା ରାଜନଗର: ନଦୀରେ ଗାଧୋଇଲା ବେଳେ ବାଳକକୁ ଟାଣି ନେଲା କୁମ୍ଭୀର!

ENO Beuro

ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

ENO Beuro

Leave a Comment