ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଜେଇ ହେଲାଣି ପୂଜା ମଣ୍ଡପ। ଚାଲିଛି ଇଣ୍ଟେରିଅର ଟେକୋରେସନ କାମ। ବାଉଁଶ କାଠି ସହ ଶଙ୍ଖ ଓ ସାମୁକାରେ ହେଉଛି ସୁକ୍ଷ୍ମ କାରୁକାର୍ଯ୍ୟ ।
ଜେଇ ହେଲାଣି ପୂଜା ମଣ୍ଡପ। ଚାଲିଛି ଇଣ୍ଟେରିଅର ଟେକୋରେସନ କାମ। ବାଉଁଶ କାଠି ସହ ଶଙ୍ଖ ଓ ସାମୁକାରେ ହେଉଛି ସୁକ୍ଷ୍ମ କାରୁକାର୍ଯ୍ୟ । ଏ ଦୃଶ୍ୟ ଭୁବନେଶ୍ୱର ରସୁଲଗଡ଼ ପୂଜା ମଣ୍ଡପର। ଚଳିତ ବର୍ଷ ଏହା ଦିଲ୍ଲୀର ଅକ୍ଷରଧାମ ମନ୍ଦିରର ଭ୍ରମ ସୃଷ୍ଟି କରିବ । ରସୁଲଗଡ଼ ପୂଜା ମଣ୍ଡପ ୨୨ବର୍ଷରେ ପଦାର୍ପଣ କରିଥିବା ବେଳେ ରସୁଲଗଡ଼ ପୂଜା କମିଟି ଏଥର ୮୦ଫୁଟ୍ ଉଚ୍ଚା ଏବଂ ୧୨୦ଫୁଟ୍ ଚଉଡ଼ାର ତୋରଣ କରି ଶ୍ରଦ୍ଧାଳୁଙ୍କ ମନ ଜିଣିବା ପାଇଁ ଲାଗି ପଡ଼ିଛି । କେବଳ ବାଉଁଶ ଚାଞ୍ଚି ଏବଂ ଆଇସ୍କ୍ରିମ୍ କାଠିରେ ନିର୍ମାଣ ହେଉଛି ତୋରଣ ।
ମେଢ଼ ବୁଲା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମନୋରଂଜନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। କରୋନା ପାଇଁ ଦୁଇ ବର୍ଷ ପରେ ଜାକଜମକରେ ପୂଜା ହେଉଥିବାରୁ ସବୁଠି ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ହେବା ଆଶା କରାଯାଉଛି।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।