POLITICALS

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଗୋଟବାୟା

858272 Gotabaya Rajapaksa Reuters 1

ଶ୍ରୀଲଙ୍କାର ପୂର୍ବତନ ପ୍ରତିରକ୍ଷା ସଚିବ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷଙ୍କ ସାନ ଭାଇ ଗୋଟବାୟା ରାଜପାକ୍ଷ  ଶ୍ରୀଲଙ୍କା ପୋଡୁଜାନା ପେରାମୁନା (ଏସ୍‌ଏଲପିପି) ଦଳରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ଚଳିତ ବର୍ଷ ଶେଷ ଭାଗକୁ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ରବିବାର ଏହି ଘୋଷଣା କରାଯାଇଛି।

 

ଏଥିସହିତ ରବିବାର ଅନୁଷ୍ଠିତ ଦଳୀୟ ସମ୍ମିଳନୀରେ ​ଗୋଟବାୟାଙ୍କୁ ଦଳର ନେତୃତ୍ବ ଭାର ଅର୍ପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସେ ଦେଶର ସୁରକ୍ଷା ସମ୍ପର୍କିତ ମାମଲାରେ ଆଦୌ ସାଲିସ କରିବେ ନାହିଁ ବୋଲି କହିଛନ୍ତି।

ପଢନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

Related posts

ବାଃ ବାଃରେ ରାଜନୀତି: ଏକାଠି ଦେଖାଦେଲେ ନବୀନ-ଧର୍ମେନ୍ଦ୍ର

ରାହୁଲ ଗାନ୍ଧି ଭାରତର ନା ବ୍ରିଟେନର ନାଗରିକ?

Ratnamani Moharana

ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ENO Beuro

Leave a Comment