News

ଶିଳ୍ପୋଦ୍ୟୋଗୀ ଶରତ କୁମାର ସାହୁଙ୍କୁ ଡକ୍ଟେରେଟ ଡିଗ୍ରୀ

sarat

ଓଡିଶାର ସୁପରିଚିତ ଶିଳ୍ପସଂସ୍ଥା ରୁଚି ଶିଳ୍ପୋଦ୍ୟୋଗର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁଙ୍କୁ ସମ୍ମାନଜନକ ଡକ୍ଟେରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ନୂଆ ଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରଠାରେ ବାଲସବ୍ରିଜ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ସମାରୋହରେ ଶିଳ୍ପୋଦ୍ୟୋଗ ପରିଚାଳନା କ୍ଷେତ୍ରରେ ବିଶେଷ ଉର୍କର୍ଷ ପାଇଁ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଏଏଫଟି ବିଶ୍ଵବିଶ୍ଵବିଦ୍ୟାଳୟର କୁଳାଧିପତି ସନ୍ଦିପ ମାରୱା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନ ଫଳକ ପ୍ରଦାନ କରିଥିଲେ।

sarat

ରାଜ୍ୟ ତଥା ଦେଶର ଅଗଣିତ ରୁଚିପ୍ରେମୀ ଜନସାଧାରଣଙ୍କ ଶୁଭେଛା ଓ ସଂସ୍କାର କର୍ମଚାରୀମାନଙ୍କ ସହଯୋଗ ଓ ସହଭାଗିତା ପାଇଁ ଏହି ସମ୍ମାନ ମିଳିଥିବା ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ପଢନ୍ତୁ;  ଆଜି ସନ୍ଧ୍ୟାରେ ଆନ୍ଧ୍ରରେ ମାଡ ହେବ ‘ପେଥାଇ’,ଦକ୍ଷିଣ-ପଶ୍ଚିମରେ ପ୍ରବଳ ବର୍ଷା

Related posts

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକ

Ratnamani Moharana

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି : ନବୀନ ସରକାରରେ ଓବିସି ବର୍ଗଙ୍କୁ ଅବହେଳା

Ratnamani Moharana

ଇସ୍ତଫା ଦେଲେ ଆଇଏଏସ ଟପ୍ପର ଶାହ ଫୈସଲ

ENO Beuro

Leave a Comment