Entertainment

ଓଡିଆ ଝିଅ ଗାୟତ୍ରୀ ମହାନ୍ତି ହେଲେ ଶ୍ରୀମତୀ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ୨୦୧୯

Untitled 1

ଚଳିତ ବର୍ଷ ଜୁନ ୧୯ ମୁମ୍ବାଇରେ ଆୟୋଜିତ ଜାତୀୟ ସ୍ତରୀୟ ଶ୍ରୀମତୀ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ -୨୦୧୯  ମୁକୁଟ ପିନ୍ଧିଛନ୍ତି  ଓଡିଶା କଟକ ଜିଲ୍ଲାର ଝିଅ ଗାୟତ୍ରୀ ମହାନ୍ତି। ବର୍ତ୍ତମାନ ବେଙ୍ଗାଲୁରୁରେ ବସବାସ କରୁଥିବା ଗାୟତ୍ରୀ ଜଣେ ଉଦ୍ୟୋଗୀ ହୋଇଥିଲେ ବି ଜାତୀୟ ସ୍ତରର ପ୍ରତିଯୋଗିତାରେ ବିଜୟିନୀ ହୋଇ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି। ଗାୟତ୍ରୀ ନିକଟରେ ମିସ୍‌ ଇଣ୍ଡିଆ କର୍ଣ୍ଣାଟକ ଟାଇଟଲ୍‌ ମୁକୁଟ ପିନ୍ଧିଥିଲେ। ବେଙ୍ଗାଲୁରୁରେ ଆୟୋଜିତ ପ୍ରତିଯୋଗିତାରେ ସେ ରନର୍ସ-ଅପ ୨୦୧୯ ମୁକୁଟ ପିନ୍ଧିଥିଲେ।

Photo 2019 06 26 12 56 29

କଟକରେ ୧୯୮୧ରେ ଗାୟତ୍ରୀ ଜନ୍ମଗ୍ରହଣ କରିଥିଲେ। ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲରେ ସେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିବା ବେଳେ ରେଭେନ୍‌ସା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କିଟ୍‌ ବିଶ୍ୱବିଦ୍ୟାଳୟରୁ ‘ଏମ୍‌ବିଏ’ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍କୁଲ-କଲେଜରେ ପାଠପଢ଼ା ସମୟରେ ସେ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକରେ ଅଂଶଗ୍ରହଣ କରୁଥିଲେ। ୨୦୦୭ରେ ସେ ସନ୍ଦୀପ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ତାଙ୍କର ୯ ବର୍ଷ ପୁଅ (ନମନ) ସାଥୀରେ ବେଙ୍ଗାଲୁରୁରେ ରହୁଛି। ଏକ ଉଚ୍ଚଶିକ୍ଷିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ଗାୟତ୍ରୀ ପିତା-ମାତାଙ୍କ ଠାରୁ ଅନେକ ପ୍ରେରଣା ପାଇଛନ୍ତି।

ପଢନ୍ତୁ: ୧୦୦ କୋଟି ଆୟ ପରେ ୨୦୧୯ର ସଫଳ ଫିଲ୍ମ ତାଲିକାରେ ‘କବୀର ସିଂ’

Related posts

ବହୁ ବିବାଦ ପରେ ବିବାହ କଲେ ବଲିଉଡ ସୁପରଷ୍ଟାରଙ୍କ ପୁଅ

ENO Beuro

ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଏହି ଅଭିନେତା

ENO Beuro

ବଲିଉଡକୁ ଆସିବେ କ୍ରିତିଙ୍କ ଭଉଣୀ

ENO Beuro

Leave a Comment